fbpx

ଗିରଫ ହେଲେ ୪୦ ଅପରାଧୀ

ଗଞ୍ଜାମ, ୩୦ା୧(ଓଡ଼ିଶା ଭାସ୍କର): ଗଞ୍ଜାମ ଆସିକା ପୋଲିସକୁ ଆଜି ବଡ଼ ସଫଳତା ମିଳିଛି । ଚାରିଆଡ଼େ ଅପରାଧ ବଢ଼ିବାରେ ଲାଗିଥିବା ବେଳେ ଏନବିଡ଼ବ୍ଲୁ ବଳରେ ୪୦ଅପରାଧୀଙ୍କୁ ଗିରଫ କରିଛି ପୋଲିସ । ଗିରଫ ୪୦ ଅପରାଧୀଙ୍କ ମଧ୍ୟରେ ୫ଜଣ ମହିଳା ଥିବା ସୂଚନା ମିଳିଛି । ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ୪୦ଜଣ ଅପରାଧୀ ଗିରଫ ହୋଇଥିବା ସୂଚନା ରହିଛି । ସମସ୍ତ ଅପରାଧୀ ବିଭିନ୍ନ ବିଭିନ୍ନ ଅପରାଧରେ ଲିପ୍ତ ରହିଥିଲେ ।

Get real time updates directly on you device, subscribe now.