fbpx

ଫାରୁକାବାଦରେ ୧୫ ଶିଶୁ ଓ ମହିଳା ବନ୍ଧକ

ଉତ୍ତରପ୍ରଦେଶ,୩୦।୧:ଉତ୍ତରପ୍ରଦେଶ ରେ ଏକ  ଅଭାବନିୟ ଘଟଣା ଘଟିଥିବା ସାମ୍ନାକୁ  ଆସିଛି। ସେଠାରେ ଥିବା ଫାରୁକାବାଦରେ ୧୫ ଶିଶୁ ଓ ମହିଳା ବନ୍ଧକ ଥିବା ସୂଚନା ମିଳିଛି। ଜନ୍ମଦିନକୁ ଡାକି ଏକ ଘରେ ବନ୍ଧକ ରଖିଛି ଦୁର୍ବୃତ୍ତ । ଏହାସହ ଘଟଣାସ୍ଥଳରେ ଗୁଳିକାଣ୍ଡ ମଧ୍ୟ ହୋଇଛି। ଏଥିରେ ୨ ପୋଲିସ ଓ ଅନ୍ୟ ଜଣେ ଆହତ ହୋଇଥିବା ସୂଚନା ମିିଳିଛି ।ପୋଲିସ ପକ୍ଷରୁ ଶିଶୁ ଓ ମହିଳାଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Get real time updates directly on you device, subscribe now.