fbpx

ଏସସିବି କନେଷ୍ଟବଳ ଗିରଫ

କଟକ, ୪ା୨(ଓଡ଼ିଶା ଭାସ୍କର): ଏସସିବି କନେଷ୍ଟବଳ ଗିରଫ ହୋଇଥିବା ସୂଚନା ମିଳିଛି । କନେଷ୍ଟବଳ ରାଜେଶ ଦାସ ଗିରଫ ହୋଇଛନ୍ତି । ଏକ ଯୁବତୀଙ୍କୁ ପ୍ରତାରଣା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ତାଙ୍କୁ ଗିରଫ କରିଛି ମହିଳା ଥାନା ପୋଲିସ । ବିଷ ପିଇ ସମ୍ପୃକ୍ତ ଯୁବତୀ ବର୍ତ୍ତମାନ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.