fbpx

ହତ୍ୟା ପାଇଁ ଉସକେଇବା ଅଭିଯୋଗରେ ଜେଲ ୱାର୍ଡ଼ର ଗିରଫ

ଢ଼େଙ୍କାନାଳ, ୨୧ା୨(ଓଡ଼ିଶା ଭାସ୍କର): ଢ଼େଙ୍କାନାଳ ମାଣ୍ଡାପାସାହିରେ ଏକ ଯୁବକଙ୍କୁ ହତ୍ୟା ହୋଇଥିଲା । ଏହି ମାମଲାରେ ଢ଼େଙ୍କାନାଳ ଜେଲର ୱାର୍ଡ଼ର ଗିରଫ ହୋଇଥିବା ସୂଚନା ମିଳିଛି । ସେ ହେଉଛନ୍ତି ବୈରାଗୀ ବାରିକ । ତାଙ୍କୁ ଗିରଫ କରାଯିବା ସାଙ୍ଗକୁ ତାଙ୍କ ଚାକିରିରୁ ନିଲମ୍ବିତ କରାଯାଇଛି । ସେ ହତ୍ୟା ପାଇଁ ଉସକାଇବା ଅଭିଯୋଗରେ ଗିରଫ ହୋଇଛନ୍ତି । ଗତକାଲି ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଟାଉନ ପୋଲିସ ।

Get real time updates directly on you device, subscribe now.