fbpx

ମହିଳା ଟି-୨୦ ବିଶ୍ୱକପ, ଭାରତ ବିଜୟୀ

ସିଡ଼ନୀ, ୨୧ା୨: ସିଡ଼ନୀରେ ଟି-୨୦ ମହିଳା ବିଶ୍ୱକପ ମ୍ୟାଚ ଖେଳାଯାଇଥିଲା । ମ୍ୟାଚ ବିଜୟୀ ସହ ବିଶ୍ୱକପ ଯାତ୍ରା ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ଉଦଘାନୀ ମ୍ୟାଚରେ ଅଷ୍ଟ୍ରେଲିଆକୁ ୧୭ ରନରେ ହରାଇଛି ଭାରତ । ଅଷ୍ଟ୍ରେଲିଆ ଆଗରେ ୧୩୩ ରନର ବିଜୟ ଲକ୍ଷ୍ୟ ରଖିଥିଲା ଭାରତ । ଭାରତ ୧୩୨/୪ କରିଥିବା ବେଳେ ୧୯.୫ ଓଭରରେ ଅଷ୍ଟ୍ରେଲିଆ ୧୧୫/୧୦ କରିଛି ।

Get real time updates directly on you device, subscribe now.