fbpx

ଗିରଫ ହେଲେ ଫ୍ୟାକ୍ଟ୍ରି ଓ ବଏଲର୍ସ ଉପନିର୍ଦ୍ଦେଶକ

ଭୁବନେଶ୍ୱର,୪ ।୯(ଓଡିଶା ଭାସ୍କର): ଫ୍ୟାକ୍ଟ୍ରି ଓ ବଏଲର୍ସ ଉପନିର୍ଦ୍ଦେଶକଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ । ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ଉପନିର୍ଦ୍ଦେଶକ ରମେଶ ଚନ୍ଦ୍ର ବେହେରା ଗିରଫ ହୋଇଛନ୍ତି । ଚଢାଉ ବେଳେ ଦେଢକୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ ହୋଇଥିଲା । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଥିଲା ।

Get real time updates directly on you device, subscribe now.