fbpx

ଗିରଫ ହେଲେ ଶାହାରୁଖ ଖାନଙ୍କ ପୁଅ ଆର୍ୟାନ

AAKASH

ମୁମ୍ବାଇ: ସୁପରଷ୍ଟାର ଶାହାରୁଖ ଖାନ୍ ଙ୍କ ପୁଅ ଆର୍ୟାନ ଖାନ ଗିରଫ । ରାତି ଅଧରେ ରେଭ୍ ପାର୍ଟିରେ ସାମିଲ ଥାଇ ଧରାପଡ଼ିଥିଲେ । ଆର୍ୟନଙ୍କ ସହ ମୋଟ ୮ ଜଣଙ୍କୁ ଧରିଥିଲା ଏନସିବି । ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ଏନସିବି । ଅନ୍ୟ ଆଠ ଜଣ ମଧ୍ୟ ଗିରଫ ହୋଇଥିବା ସୂଚନା ।

Get real time updates directly on you device, subscribe now.