fbpx

ASIଙ୍କୁ ୩ ବର୍ଷ ଜେଲଦଣ୍ଡ

ଢେଙ୍କାନାଳ,୩୦ ।୧୧(ଓଡିଶା ଭାସ୍କର): ଢେଙ୍କାନାଳ ଜିଲ୍ଲା ସୁରପ୍ରତାପପୁର ଫାଣ୍ଡି ASIଙ୍କୁ ମିଳିଛି ୩ ବର୍ଷ ଜେଲ ଦଣ୍ଡ । ASIଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ଭିଜିଲାନ୍ସ କୋର୍ଟ । ASI ଜଣକ ହେଉଛନ୍ତି ସୁରପ୍ରତାପପୁର ଫାଣ୍ଡିର ବୀରବର ଲେଙ୍କା ।

ତେବେ ୨୦୧୫ରେ ୭ ହଜାର ଟଙ୍କା ଲାଞ୍ଜ ନେଉଥିବା ଅଭିଯୋଗରେ ବୀରବର ଧରାପଡିଥିଲେ । ଏନେଇ ମାସେ ତଳେ ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ ସରକାର ।

Get real time updates directly on you device, subscribe now.