fbpx

ଦୁର୍ବ୍ୟବହାର ଅଭିଯୋଗରେ ଏଏସଆଇ ନିଲମ୍ବିତ

ପୁରୀ,୧୦ ।୨(ଓଡିଶା ଭାସ୍କର): ପୁରୀ ସଦର ଥାନା ଏଏସଆଇ ପି.ବରାଳ ଆଜି ନିଲମ୍ବିତ ହୋଇଛନ୍ତି । ଦୁର୍ବ୍ୟବହାର ଅଭିଯୋଗର ତଦନ୍ତ ପରେ ଏଏସଆଇଙ୍କୁ ନିଲମ୍ବିତ କରାଯାଇଛି । ଏନେଇ ପୁରୀ ଏସପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.