fbpx

ପୁଣି ହେବ ରତ୍ନଭଣ୍ଡାର ସର୍ଭେ, ୩ ଦିନ ଧରି ସର୍ଭେ କରିବ ASI ଟିମ୍

ପୁରୀ: ପୁଣି ଥରେ ଅନୁଷ୍ଠିତ ହେବ ରତ୍ନଭଣ୍ଡାର ବୈଷୟିକ ସର୍ଭେ । ଆସନ୍ତା ସେପ୍ଟେମ୍ବର ୨୧, ୨୨ ଏବଂ ୨୩ ଯାଏ ହେବ ରତ୍ନଭଣ୍ଡାର ବୈଷୟିକ ସର୍ଭେ । ASI ଟିମ୍ ଏହି ୩ ଦିନ ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ଭେ କରିବେ । କହିରଖୁଛୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଚିଠି ପରେ ରତ୍ନଭଣ୍ଡାର ସର୍ଭେ ନେଇ ASI ତତ୍ପରତା ଦେଖାଇଛି ।

Get real time updates directly on you device, subscribe now.