fbpx

ବୋଡ଼ୋ ବିଦ୍ରୋହୀଙ୍କ ଆତ୍ମସମର୍ପଣ

ଆସାମ, ୩୦ା୧: ଆସାମରେ ଏଣିକି ସମ୍ପୂର୍ଣ୍ଣ ଭାବେ ବୋଡ଼ୋ ଆନ୍ଦୋଳନ ବନ୍ଦ ହେବ । ଗୁଆହାଟୀରେ ଅସ୍ତ୍ର ସହ ୧୬୧୫ ବୋଡ଼ୋ ବିଦ୍ରୋହୀ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।ଏନେଇ ଏନଡ଼ିଏଫବି ବିଦ୍ରୋହୀ ସଂଗଠନ ସହ ଚୁକ୍ତି କରିଥିଲେ କେନ୍ଦ୍ର ଓ ଆସାମ ସରକାର । ହିଂସାତ୍ମକ ବୋଡ଼ୋ ଆନ୍ଦୋଳନରେ ୨୮୨୩ ଜଣ ପ୍ରାଣ ହରାଇଥିଲେ । ଏଥିପାଇଁ ଜାନୁଆରି ୨୭ରେ ଦିଲ୍ଲୀରେ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷର ହୋଇଥିଲା ।

Get real time updates directly on you device, subscribe now.