fbpx

ପ୍ରକାଶ ପାଇଲା ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା: ମୁଖ୍ୟମନ୍ତ୍ରୀଙ୍କର ରହିଛି ଏତିକି ସମ୍ପତ୍ତି…

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରକାଶ ପାଇଲା ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କ ସମ୍ପତ୍ତି ତାଲିକା । ୨୦୨୧ ଡିସେମ୍ବର ୩୧ ତାରିଖ ସୁଦ୍ଧା ସବୁ ମନ୍ତ୍ରୀଙ୍କ ସମ୍ପତ୍ତିର ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ କେଉଁ ମନ୍ତ୍ରୀ କେତେ ସମ୍ପତ୍ତିର ମାଲିକ ସେ ନେଇ ତଥ୍ୟ ରଖାଯାଇଛି ।

ତାଲିକାରେ ମୁଖ୍ୟମନ୍ତ୍ରୀଙ୍କ ୬୪ କୋଟି ୯୭ ଲକ୍ଷ ୮୯ ହଜାର ୨୨୦ ଟଙ୍କା ବୋଲି ଉଲ୍ଲେଖ ରହିଛି । ତାଲିକା ଅନୂଯାୟୀ ମୁଖ୍ୟମନ୍ତ୍ରୀଙ୍କର ଦିଲ୍ଲୀ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ୭୨,୦୮,୦୯୩.୧୩ ଲକ୍ଷ ଟଙ୍କା  । ଭୁବନେଶ୍ୱର ଏସବିଆଇ ବ୍ୟାଙ୍କରେ ୨୧,୭୩, ୨୭୨.୦୭ କୋଟି ଟଙ୍କା  । ୧ କୋଟି ୧୧ ଲକ୍ଷ ୨୬,୩୭୯ ଟଙ୍କାର ଏଫଡି । ୯ କୋଟି ର ଆରବିଆଇ ବଣ୍ଡ୍ ଇତ୍ୟାଦି ରହିଛି ।

 

Get real time updates directly on you device, subscribe now.