fbpx

ରାଶିଫଳ, (ମଙ୍ଗଳବାର, ଜୁନ୍ ୨/୨୦୨୦ )

ମେଷ:ଆଜି ଅତ୍ୟଧିକ କୌଣସି ବିଷୟକୁ ନେଇ ଆଲୋଚନା କରନ୍ତୁ ନାହିଁ । ଆକସ୍ମିକ ଧନ ଲାଭ ହୋଇପାରେ । ବନ୍ଧୁମାନେ ସନ୍ଧ୍ୟା ସମୟରେ କୌଣସି ଯୋଜନା କରି ପାରନ୍ତି । କାମ କାର୍ଯ୍ୟରେ ସଫଳ ନ ହେବା କାରଣରୁ ମନ ଅଶାନ୍ତି ରହିବ । ପରିବାରର ସୁଖମୟ ରହିବ ।
ବୃଷ: କୌଣସି ମହିଳା ସହ ସାକ୍ଷାତ ହୋଇପାରେ । ଯାହା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । କୋର୍ଟ କଚେରୀ ମାମଲା ଆଗକୁ ବଢିବ ନାହିଁ ।
ମିଥୁନ:ସ୍ଥାୟୀ ସମ୍ପତ୍ତିରୁ ଲାଭଦାୟକ ରହିବ । କାରୋବାରରେ ବୁଦ୍ଧି ହେବ । ରୋଜଗାରରେ ବୁଦ୍ଧି ହେବ । ପାର୍ଟନର ସହଯୋଗ ମିଳିବ । ଅଟକିଥିବା କାର୍ଯ୍ୟ ପୁରା ହେବ । ଆପଣଙ୍କ ଆଦର ସମ୍ମାନ ହେବ । ଆଜି ଆପଣ ରୋମାଞ୍ଚକ କାର୍ଯ୍ୟ କରିବେ ।
କର୍କଟ: ପ୍ରେମୀ ପ୍ରେମିକାଙ୍କ ସମ୍ପର୍କରେ ବିବାଦ ଆସିପାରେ । ଯାତ୍ରା ପାଇଁ ସମୟ ଉପଯୁକ୍ତ ନୁହେଁ । ବ୍ୟାପାର କିମ୍ବା ଚାକିରିରେ ଯେତିକି ପରିଶ୍ରମ କରିବେ ସେଥିରେ ସେତିକି ଲାଭ ମିଳିବ । ଜୀବନର ଭରପୁର ଲାଭ ଉଠାନ୍ତୁ । ବନ୍ଧୁର ସାହାର୍ଯ୍ୟ ନିଅନ୍ତୁ ।
ସିଂହ: କାର୍ଯ୍ୟ କ୍ଷତ୍ରରେ ନୂଆ ଦାୟିତ୍ୱ ମିଳିପାରେ । ସାମାଜିକ କାର୍ଯ୍ୟ କଳାପରେ ଜଡିତ ରହିବେ । କୌଣସି ମହିଳା ମିତ୍ରର ସହଯୋଗ କରି ପାରନ୍ତି । ମାତା ପିତାଙ୍କ ସହ ନିଜର ଖୁସିକୁ ଶେୟାର କରନ୍ତୁ ।
କନ୍ୟା: ସମାଜ ସେବା କାର୍ଯ୍ୟରେ କାମ କରିବା ପାଇଁ ପ୍ରେରଣା ମିଳିବ । ମାନ ସମ୍ମାନ ମିଳିବ । ପୂର୍ବରୁ କରିଥିବା ପରିଶ୍ରମର ଫଳ ଆଜି ମିଳିବ । ବ୍ୟବସାୟରେ ପରିସ୍ଥିତି ଅନୁକୂଳ ରହିବ । ଭାଗ୍ୟର ସାଥ ମିଳିବ ।
ତୁଳା:ମିତ୍ରଙ୍କ ଠାରୁ ସହଯୋଗ ମିଲିବ ନାହିଁ । ଶତ୍ରୁ ପକ୍ଷ ହାବି ରହିବେ । ନ ପଢି କୌଣସି ବି କାଗଜପତ୍ର ଉପରେ ହସ୍ତାକ୍ଷର କରନ୍ତୁ ନାହିଁ । ଘରେ ଚିନ୍ତାର ପରିବେଶ ରହିବ । ଶାରିରୀ ସମସ୍ୟା ରହିପାରେ ।
ବିଚ୍ଛା:ପରିବାର ସହିତ ସମୟ ବ୍ୟତୀତ କରିବାର ଅବସର ମିଳିବ । ବୟସ୍କ ଲୋକମାନଙ୍କ ପ୍ରେମ ଓ ଆଶୀର୍ବାଦ ମିଳିବ । କୌଣସି ପ୍ରଭାବଶାଳି ବ୍ୟକ୍ତିଙ୍କ ମାର୍ଗଦର୍ଶନ ଓ ସହଯୋଗ ପ୍ରାପ୍ତ ହେବ । ବୁଦ୍ଧିମାନର ସହ ନିବେଶ କରନ୍ତୁ । ସନ୍ତାନ ତରଫରୁ ଶୁଭ ସମାଚାର ମିଳିବ ।
ଧନୁ :କାର୍ଯ୍ୟ କ୍ଷତ୍ରରେ ଆସୁଥିବା ସମସ୍ତ ବାଧା ଦୂର ହେବ । ପତ୍ନୀ ଓ ପିଲାଙ୍କ ସହିତ ସମସ୍ତ ସମସ୍ୟା ବିଷୟରେ କଥାବାର୍ତ୍ତା କରନ୍ତୁ । ଚାକିରିରେ ଅଧିକାରୀ ବର୍ଗଙ୍କ ଅପେକ୍ଷା କରିବେ । ପୁରୁଣା ରୋଗରୁ ମୁକ୍ତି ପାଇ ପାରିବେ । କୁ ସଂଗତିରୁ ଦୂରେଇ ରୁହନ୍ତୁ ।
ମକର: ଡୁବି ଯାଇ ଥିବା ଟଙ୍କା ମିଳିବାର କମ ସମ୍ଭାବନା ଅଛି । ଭାଗ୍ୟର ସାଥ ମିଳିବ ନାହିଁ । କାହା ସାହିତ ବି ଝଗଡା କରନ୍ତୁ ନାହିଁ । କିନ୍ତୁ ଶତ୍ରୁ ପରାସ୍ତ ହେବେ । ନୂଆ କାର୍ଯ୍ୟ ମିଳୁବ ।
କୁମ୍ଭ:କଳା ଓ ସାହିତ୍ୟ କ୍ଷେତ୍ରରେ ରୁଚି ରଖିବେ । ବ୍ୟାପାରରେ ନୂଆ ଯୋଜନା ଦ୍ୱାରା ବ୍ୟାପାର କରିବେ । ମିତ୍ରଙ୍କ ଠାରୁ କିମ୍ବା ଭାଇ ଭଉଣୀଙ୍କ ଠାରୁ ସହଯୋଗ ମିଳିପାରେ ।
ମୀନ:ନିଜର ମାତା ପିତାଙ୍କୁ ଖୁସି କରିବାରେ ସଫଳ ହେବେ । ଜୀବନସାଥିଙ୍କ ସହିତ ଆରାମଦାଯକ ସାମୀ ବିତାଇଇବେ । ଘର ଓ ବାହାରରେ ପ୍ରସନ୍ନତା କା ୱାତାୱରଣ ରହିବ । କୌଣସି ବି କାର୍ଯ୍ୟ କରିବା ପୂର୍ବରୁ ତାହା ବିଷୟରେ ବୁଝି ନିଅନ୍ତୁ । ଆବଶ୍ୟକ ଜିନିଷ ହଜି ପାରେ ।

Get real time updates directly on you device, subscribe now.