fbpx

ଆଜିର ରାଶିଫଳ (୨୪।୪।୨୦୨୦, ଶୁକ୍ରବାର)

ମେଷ – କର୍ମକ୍ଷେତ୍ରରେ ଶତ୍ରୁମାନେ ପ୍ରଭାବିତ କରିପାରନ୍ତି । ପେଟଜନିତ ଅସୁବିଧା ଫଳରେ ମନ ଅଶାନ୍ତ ରହିବ । ଗୃହରେ ଅଚାନକ ଖର୍ଚ୍ଚ ବୃଦ୍ଧି ପରିଲକ୍ଷିତ ହେବ,ମହିଳାମାନେ ପାରିବାରିକ ପରିବେଶରେ ନିଜକୁ ସ୍ଥିର
କରିପାରିବେ ନାହିଁ ।
ବୃଷ – ଆଜିର ଦିନଟି ମାନ, ସମ୍ମାନ ଓ ଧନ ସହିତ ଆନନ୍ଦପୂର୍ଣ୍ଣ ପରିବେଶ ମଧ୍ୟରେ ଅତିବାହିତ ହେବ,କର୍ମକ୍ଷେତ୍ରରେ ଆଶାତିତ ସଫଳତା ମିଳିବ, ପ୍ରସାଶନିକ ସେବା ସହିତ ଜଡିତ କିମ୍ବା ଜନପ୍ରତିନିଧି ଶୁଭଫଳ ଅଧିକ ପାଇବେ ।
ମିଥୁନ – ନୂତନ ଯୋଜନାରେ ସଫଳ ହେବେ, ବ୍ୟବସାୟ ତଥା କର୍ମକ୍ଷେତ୍ରରେ ଆର୍ଥିକ ଉନ୍ନତି ବୃଦ୍ଧି ପାଇବ, ନୁତନ ଭୁମି କିମ୍ବା ଯାନବାହାନ କ୍ରୟ କରିବାର ଅବସର ଆସିପାରେ,ତଥାପି ମାନସିକ ସ୍ତରରେ ପ୍ରତି କାମରେ ଆତ୍ମବିଶ୍ୱାସ କମ୍ ରହିବ ।
କର୍କଟ – କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରିଙ୍କର ସପୂର୍ଣ ସହଯୋଗ ମିଳିବ, ସାସଂରିକ ଜିବନ ଆନନ୍ଦଭରା ରହିବ, ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୁର ହେବ. କୌଣସି ଯୋଗାଯୋ଼ଗ ଷୃଷ୍ଟି କରୁଥିବା ଯନ୍ତ୍ର ପ୍ରାପ୍ତ ହେବ ।
ସିହଂ -ଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ । ଧନ ସଂଚୟ ପାଇଁ ଦିବସଟି ବେସ ଉତମ । ଚାକିରୀରେ ପଦ ମର୍ଯ୍ୟଦା ପ୍ରାପ୍ତି ହୋଇପାରେ ।
କନ୍ୟା – ଆର୍ଥିକ କ୍ଷେତ୍ରରେ ପରିବର୍ତନ ଆସିବ, ସାଂସାରିକ ଜୀବନ ସୁଖ ଶାନ୍ତିରେ କଟିବ, ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ, କର୍ମକ୍ଷେତ୍ରରେ କିଛିନାକିଛି ପରିବର୍ତନ ହେବ, ମହିଳା ମାନଙ୍କ ପାଇଁ ଶୁଭ ଖବର ମିଳିବ ।
ତୁଳା – ଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ମାତ୍ର ପ୍ରତି କାର୍ଯ୍ୟରେ ସହଯୋଗ ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ ବୃଦ୍ଧି ପରିଲିକ୍ଷିତ ହେବ ।
ବିଛା – ଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି ସୁଖ ଓ ଶାନ୍ତିରେ ଅତିବାହିତ ହେବା ସହିତ କିଛିନାକିଛି ଶୁଭ ଖବର ମିଳିବ । କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ । ମାତ୍ର ମାନସିକ ସ୍ତରରେ ଦିନ ଭରି ଦ୍ୱନ୍ଦ ମଧ୍ୟରେ ରହିବେ ।
ଧନୁ – ମନ ଭଲ ରହିବ, ଆୟ ବୃଦ୍ଧି ହେବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସହଯୋଗ ସହିତ ଆୟ ବଢିବ, ମାତ୍ର ଅଯଥା ବିଶୃଙ୍ଖଳା କିମ୍ବା ପେଟ ଜନିତ ଅସୁବିଧା ଭୋଗିବେ ।
ମକର- ସମସ୍ତ ଦିଗରୁ ଲୋକପ୍ରିୟତା ମିଳିବ, କର୍ମକ୍ଷେତ୍ରରେ ସମସ୍ତଙ୍କର ସୁଭାଜନ ହେବା ସହିତ ଆର୍ଥିକ ଅଭିବୃଦ୍ଧି ପରିଲିକ୍ଷିତ ହେବ,ମାତ୍ର ଛୋଟମୋଟ ଦୁର୍ଘଟଣା ଘଟିପାରେ ତେଣୁ ଟିକିଏ ସତର୍କତା ଅବଲମ୍ବନ କରିବେ ।
କୁମ୍ଭ – ବ୍ୟବସାୟିକ ଦିଗରୁ ଉତମ ରହିବ, ଆର୍ଥିକ ଦିଗଟି ସ୍ୱଛଳ ରହିବ, ସାଂସାରିକ ଜୀବନ ସୁଖରେ କଟି. ମାତ୍ର ଚନ୍ଦ୍ରଶୁଦ୍ଧି ନଥିବାରୁ କୌଣସି ଶୁଭକାମ ଅରମ୍ଭ କରିବେ ନାହିଁା
ମୀନ – ଏହି ରାଶିର ଲୋକମାନଙ୍କ ପାଇଁ ଆଜି ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଶାନ୍ତି ମିଳିବ । କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରେ, ଛାତ୍ରଛାତ୍ରୀମାନେ ଦିନଟି ଉତ୍ସାହରେ ଅତିବାହିତ କରିବେ ।

Get real time updates directly on you device, subscribe now.