fbpx

ଜାଣନ୍ତୁ, ଆଜି କ’ଣ ରହିଛି ଆପଣଙ୍କ ରାଶିରେ (୩ା୬ା୨୦୨୦, ବୁଧବାର)

ମେଷ:ଯଦି ଆପଣ ଅଧିକ ସମୟ ପାଇଁ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଭଲ ଲାଭ ମିଳିପାରେ । ନୂତନ ପାରିବାରିକ ବ୍ୟବସାୟ ଆରମ୍ଭ କରିବା ପାଇଁ ଆଜିର ଦିନ ଶୁଭ ଅଟେ ।
ବୃଷ:ଦାମ୍ପତ୍ୟ ଜୀବନରେ ସୁଖ ପ୍ରାପ୍ତି ହେବ । ଶତ୍ରୁକୁ ହାନି ପହଞ୍ଚାଇ ପାରନ୍ତି । ଶାରୀରିକ କଷ୍ଟର ସାମ୍ନା କରିବେ । କୌଣସି ବ୍ୟକ୍ତି ସହ ବିବାଦ ହୋଇପାରେ । ସମ୍ପତ୍ତି ମାମଲାରେ ବିବାଦ ସମାଧାନ ହେବ ।
ମିଥୁନ:ପରିଶ୍ରମର ପୁରା ଲାଭ ମିଳିବ । ଅନ୍ୟର ବ୍ୟକ୍ତିଙ୍କ ଝାମଲାରେ ପଡନ୍ତୁ ନାହିଁ । କୌଣସି ଘନିଷ୍ଠ ବ୍ୟକ୍ତି ସହ ବିବାଦ ହୋଇପାରେ । ପ୍ରେମ ପ୍ରସଙ୍ଗରେ ଅନୁକୂଳତା ରହିବ । ଲାଭର ଅବସର ମିଳପାରେ ।
କର୍କଟ: ଦିନ ବିତିବା ସହ ଆର୍ôଥକ ସମସ୍ୟା ଦୂର ହୋଇଯିବ । ଆପଣଙ୍କୁ ଖୁସି କରିବା ପାଇଁ ମାତା ପିତା ଓ ବନ୍ଧୁମାନେ ପୁରା ଚେଷ୍ଟା କରିବେ । କୌଣସି ସମ୍ପର୍କୀୟ ବ୍ୟକ୍ତିଙ୍କ ସହ ସମ୍ବନ୍ଧ ଖରାପ ହୋଇପାରେ ।
ସିଂହ: କେଉଁଠି ଅଟକିଥିବା ଧନ ମିଳିପାରେ । କୌଣସି ବସ୍ତୁ କ୍ରୟ କରି ପାରନ୍ତି । ଖାଦ୍ୟପାନରେ ରୁଚି ରଖିବେ । ବିଦ୍ୟାର୍ଥୀମାନଙ୍କ ପାଇଁ କିଛି ଖାସ ଦିନ ରହିବ ନହିଁ । କୌଣସି ପ୍ରସିଦ୍ଧ ବ୍ୟକ୍ତିଙ୍କ ମାର୍ଗଦର୍ଶନ ପ୍ରାପ୍ତ ହୋଇପାରେ । ସ୍ୱାସ୍ଥ୍ୟ ସହ ଜଡିତ ସମସ୍ୟା ଆସିପାରେ ।
କନ୍ୟା: ପୁରୁଣା ନିବେଶ କ୍ଷତି ଦେଇପାରେ । କାର୍ଯ୍ୟରେ ଦାୟିତ୍ୱ ବଢିପାରେ । ଘରୁ ଦୂରରେ ରହିପାରେ । ପରିବାରରେ ପ୍ରେମ ବଢିବ । ନିଜର ନିବେଶ ଓ ଭବିଷ୍ୟତ ଯୋଜନାକୁ ଗୁପ୍ତ ରଖନ୍ତୁ ।
ତୁଳା :ଆଜି ସ୍ୱାସ୍ଥ୍ୟ ନିମ୍ନ ରହିବ । ଖର୍ଚ ଅଧିକ ହେବ । କିନ୍ତୁ ଏହା ସହିତ ଆମଦାନୀ ବି ବଢିବ । ପ୍ରୟାସରେ ସଫଳ ରହିବେ । କୌଣସି ବ୍ୟକ୍ତିର ସହଯୋଗ କରିବାର ଅବସର ପ୍ରାପ୍ତ ହେବ । ସାମାଜିକ ପ୍ରତିଷ୍ଠା ବୁଦ୍ଧି ହେବ ।
ବିଚ୍ଛା :କୌଣସି କଥା ପ୍ରତି ଭୟ ରହିବ । ଟଙ୍କା ନେବା ଦେବାରେ ଶୀଘ୍ରତା କରନ୍ତୁ ନାହିଁ । କାହା ସହିତ ବି ବିବାଦ ହୋଇପାରେ । ଘରେ ଅତିଥିଙ୍କ ଆଗମନ ହୋଇପାରେ । ପୁରୁଣା ମିତ୍ରମାନଙ୍କ ସହ ଝଗଡା କରି ପାରନ୍ତି । ବ୍ୟପାରରେ ଲାଭଦାୟକ ଅନୁବନ୍ଧ ଆସିପାରେ ।
ଧନୁ :ଆର୍ôଥକ ମାମଲାରୁ ମୁକ୍ତି ମିଳିବ । ବିବାଦକୁ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ସନ୍ତାନ ତରଫରୁ ସୁଖ ପ୍ରାପ୍ତ ହେବ । ଆଜି ଆପଣଙ୍କ ଚେହେରାରେ ସୁଖ ରହିବ ।

ମକର:କୌଣସି ଦୂର ସମ୍ପର୍କୀୟଙ୍କ ଠାରୁ ମିଳିଥିବା ଆକସ୍ମିକ ଖୁସି ଖବର ଆପଣଙ୍କ ପୁରା ପରିବାରକୁ ସୁଖମୟ କରିଦେବ । ରୋମାଣ୍ଟିକ ମୋନଭାବରେ ଅଚାନକ ଆସିଥିବା ଚେଞ୍ଜେସ କାରଣରୁ ଆପଣ କିଛି ବଦଳାଇ ପାରନ୍ତି ।
କୁମ୍ଭ:କୌଣସି ସମ୍ପର୍କୀୟଙ୍କ ସହ ସାକ୍ଷାତ କରି ପାରନ୍ତି । ଶାରୀରିକ ରୂପରେ ଆପଣ ବଳଶାଳୀ ରହିବେ । ନିଜର ଯୋଜନାକୁ ସାର୍ବଜନିନ କରନ୍ତୁ ନାହିଁ । ସନ୍ତାନ ତରଫରୁ କିଛି ବିଷୟରେ ଉପଦେଶ ମିଳିପାରେ ।
ମୀନ:ଆଜି ଆପଣ ସବୁ କାର୍ଯ୍ୟ ଗୁଡ଼ିକ ସମାଜର କଲ୍ୟାଣ ଏବଂ ପରିବାରର କଲ୍ୟାଣ ନିମନ୍ତେ କରିବେ । ଆଜି ଆପଣ କିଛି ଦାନ କରିବେ, ଅଥବା ନିଜ ପ୍ରିୟଜନ ପାଇଁ ଉପହାର କିଣିବେ । ଦିନ ଆନନ୍ଦଦାୟକ ରହିବ, ଉପହାର ଏବଂ ଲାଭରେ ଖୁସି ମିଳିବ ।

Get real time updates directly on you device, subscribe now.