fbpx

ବିବାହ ପରେ ଭାଇରାଲ ହେଲା ଆଥିଆ-ରାହୁଲଙ୍କ ପ୍ରଥମ ଫଟୋ: ଆପଣ ବି ଦେଖନ୍ତୁ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଆଥିଆ ସେଟ୍ଟୀ ଏବଂ କ୍ରିକେଟର କେ.ଏଲ୍ ରାହୁଲ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୀର୍ଘ ବର୍ଷ ପ୍ରେମ ସଂପର୍କରେ ରହିବା ପରେ ଶେଷରେ ସୁନୀଲଙ୍କ ଖଣ୍ଡାଲାସ୍ଥିତ ଫାର୍ମହାଉସ୍‌ରେ ଝିଅ ଆଥିଆଙ୍କର କ୍ରିକେଟର୍‌ କେ.ଏଲ୍ ରାହୁଲଙ୍କ ସହ ବିବାହ ହୋଇଛି।

LIVE UPDATES | KL Rahul-Athiya Shetty Wedding First Pics Out: Couple Looks  Gorgeous in Pastel Outfits - See Pics

ଏହି ବିବାହରେ ବଲିଉଡର ଅନେକ କଳାକାର ଓ ଅନେକ କ୍ରିକେଟ ତାରକା ନଜର ଆସିଥିଲେ। ସହର‌ର କୋଳାହଳଠାରୁ ବହୁ ଦୂରରେ ଆଥିଆଙ୍କର ବିବାହ ହୋଇଥିଲା।

KL Rahul And Athiya Shetty Tie The Knot In Khandala, Wedding Pictures And  Videos Out

ବିବାହରେ ବଲିଉଡ ସୁପରଷ୍ଟାର ଅନୁପମ ଖେର୍, ଟାଇଗର ଶ୍ରଫଙ୍କ ଭଉଣୀ କ୍ରିଷ୍ଣା ଶ୍ରପ୍, ‌ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଲା କପୁର ପହଞ୍ଚିଥିବା ଦେଖାଯାଇଥିଲା। ଏହା ସହ କ୍ରିକେଟର ଇଶାନ୍ତ ଶର୍ମା ମଧ୍ୟ ଆଥିଆ-ରାହୁଲଙ୍କ ବିବାହରେ ଯୋଗ ଦେଇଥିବା ଦେଖାଯାଇଥିଲା।

Athiya Shetty and KL Rahul make FIRST appearance as newlyweds! Couple pose  for photos outside the wedding venue in Khandala- Watch | Hindi Movie News  - Times of India

ବିବାହରେ ଯୋଗ ଦେବାକୁ ଆସିଥିବା ଅତିଥିଙ୍କ ଫୋନରେ ଷ୍ଟିକର ଲଗାଯାଇ ସେମାନଙ୍କୁ ଭିତରକୁ ଛଡ଼ାଯାଉଥିବା ଦେଖିବାକୁ ମିଳିଥିଲା।

Athiya Shetty, KL Rahul's FIRST PHOTOS as married couple go viral;  beautiful bride stuns in chikankari lehenga | Celebrities News – India TV

ତେବେ ବିବାହରେ ଯୋଗ‌ ଦେଇନଥିଲେ ବି କିଛି ବଲିଉଡ କଳାକାର ଟ୍ବିଟର ମାଧ୍ୟମରେ ଦମ୍ପତିଙ୍କୁ ଶୁଭେଚ୍ଛା ଦେଇଥିବା ଦେଖାଯାଇଛି। ସେ ମଧ୍ୟରେ ଅଛନ୍ତି, ସଞ୍ଜୟ ଦତ୍ତ, ଅଜୟ ଦେବଗନ, ଇଶା ଦେଓଲ।

 

View this post on Instagram

 

A post shared by Athiya Shetty (@athiyashetty)

Get real time updates directly on you device, subscribe now.