fbpx
BJD SKY
BJD SKY

ପୋଲିସକୁ ଆକ୍ରମଣ ଘଟଣାରେ ୭ ଅଟକ

BJD

ପାରାଦୀପ,୫ ।୨(ଓଡିଶା ଭାସ୍କର): ଅଭିଯୁକ୍ତକୁ ଧରିବାକୁ ଯାଇ ଆକ୍ରମଣର ଶିକାର ହୋଇଛି ପୋଲିସ । ଆକ୍ରମଣ କରିବା ଅଭିଯୋଗରେ ପୋଲିସ ୭ ଜଣଙ୍କୁ ରାତିରେ ଉଠାଇ ଆଣିଛି । ଏହି ଘଟଣା ପାରାଦୀପ ଗଡ ଗାଁରେ ଘଟିଯାଇଛି ।

ସୂଚନା ମୁତାବକ, ପାରାଦୀପ ଗଡ ଗାଁ ଲୋକଙ୍କ ଆକ୍ରମଣରେ ୪ ପୋଲିସ ଆହତ ହୋଇଥିଲେ । ପୋଲିସକୁ ଆକ୍ରମଣ କରି ଅଭିଯୁକ୍ତଙ୍କୁ ଛଡାଇ ନେଇଥିଲେ ଗାଁଲୋକେ । ଲୋକଙ୍କ ଆକ୍ରମଣରେ ଜଣେ ଏସଆଇ ଗୁରୁତର ଆହତ ହୋଇଥିଲେ । ଆକ୍ରମଣ ଅଭିଯୋଗରେ ଗ୍ରାମର ୭ଜଣଙ୍କୁ ଉଠାଇ ଆଣିଛି ପୋଲିସ ।

Get real time updates directly on you device, subscribe now.