fbpx
BJD SKY
BJD SKY

ଆଜିଠୁ ବିଦ୍ୟୁତ୍ ଶୁଳ୍କ ଶୁଣାଣି

BJD

ଭୁବନେଶ୍ୱର,୫ ।୨(ଓଡିଶା ଭାସ୍କର): ୨୦୨୧-୨୨ ବର୍ଷର ବିଦ୍ୟୁତ୍ ଦର ନିର୍ଦ୍ଧାରଣ ପାଇଁ ଆଜିଠାରୁ ଶୁଣାଣି ଆରମ୍ଭ ହେବ । ବିଦ୍ୟୁତ୍ ନିୟାମକ ଆୟୋଗରେ ଫେବ୍ରୁଆରୀ ୧୯ ଯାଏ ଏହି ଶୁଣାଣି ଚାଲିବ । ଫେବ୍ରୁଆରୀ ୨୨ରେ ରାଜ୍ୟ ପରାମର୍ଶଦାତା କମିଟି ବୈଠକ ବସିବ ।

Get real time updates directly on you device, subscribe now.