fbpx

ଶୋଚନୀୟ ଭାବେ ପରାସ୍ତ ହେଲା ଭାରତ

ମୁମ୍ବାଇ, ୧୪ା୧: ଭାରତ- ଅଷ୍ଟ୍ରେଲିଆ ଆଜି ପ୍ରଥମ ଦିନିକିଆ ମ୍ୟାଚ ଖେଳାଯାଇଥିଲା । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଶୋଚନୀୟ ଭାବେ ପରାସ୍ତ ହୋଇଛି । ପ୍ରଥମ ଦିନିକିଆରେ ୧୦ ୱିକେଟରେ ଜିତିଛି ଅଷ୍ଟ୍ରେଲିଆ । ଫିଞ୍ଚ୧୧୦ ରନ୍ କରିଥିବା ବେଳେ ୱାର୍ନର ୧୨୮ ରନରେ ଅପରାଜିତ ରହିଛନ୍ତି ।
ଭାରତ ଅଷ୍ଟ୍ରେଲିଆ ଆଗରେ ବିଜୟ ଲକ୍ଷ୍ୟ ରଖିଥିଲା ୨୫୬ ରନ । ଭାରତ ୪୯.୧ ଓଭରରେ ୨୫୫ରନରେ ଅଲଆଉଟ ହୋଇଥିଲା । ଶିଖର ଧୱନ ୭୪ରନ କରିଥିବା ବେଳେ କେ.ଏଲ.ରାହୁଲ ୪୭ରନରେ ଅଲଆଉଟ ହୋଇଥିଲେ । ଅଷ୍ଟ୍ରେଲିଆର ମିଚେଲ ଷ୍ଟ୍ରାକଙ୍କୁ ସର୍ବାଧିକ ୩ଟି ୱିକେଟ ମିଳିଥିଲା । ଟସ୍ ଜିତି ଅଷ୍ଟ୍ରେଲିଆ ଫିଲ୍ଡିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା ।

Get real time updates directly on you device, subscribe now.