ପହଲଗାମର ଆତଙ୍କବାଦୀଙ୍କୁ ଅମିତ ଶାହଙ୍କ କଡ଼ା ବାର୍ତ୍ତା, ‘ଆମେ ପ୍ରତ୍ୟେକ ଆତଙ୍କବାଦୀଙ୍କୁ ଗୋଟି ଗୋଟି କରି ମାରିବୁ’
ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ, ଭାରତରେ ଆତଙ୍କବାଦ ବିରୋଧରେ ଏକ ସ୍ୱତନ୍ତ୍ର ଅଭିଯାନ ଚାଲିଛି । ଏହି ବର୍ବରତା ଘଟାଇଥିବା ଆତଙ୍କବାଦୀମାନଙ୍କୁ ଖୋଜିବା ପାଇଁ ଭାରତୀୟ ସୁରକ୍ଷା ବାହିନୀ ଦଳ ଜମ୍ମୁ ଏବଂ କାଶ୍ମୀରରେ ଏକ…