IPL 2025: ମୁମ୍ବାଇ-ହାଇଦ୍ରାବାଦ ମ୍ୟାଚ୍ରେ ବବାଲ୍.. ବଡ଼ ଭୁଲ କଲେ ହେନରିଚ୍ କ୍ଲାସେନ୍, ଜାଣନ୍ତୁ ପୁରା ଘଟଣା
ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ରୋମାଞ୍ଚକର ମ୍ୟାଚ ଖେଳାଯାଇଥିଲା । ତେବେ ଖେଳପ୍ରେମୀ ଜୀଶାନ ଅନସାରି ଏବଂ ରିଆନ ରିକେଲଟନଙ୍କ ଏକ ନାଟକୀୟ ମୁହୂର୍ତ୍ତରେ କିଛି ସମୟ ପାଇଁ…