Sunita Williams Coming Home: 10ଟା 35ରେ ହେଲା ଡ୍ରାଗନ ସ୍ପେଶକ୍ରାଫ୍ଟର ଅନ୍ ଡକିଂ, ପୃଥିବୀ ଅଭିମୁଖେ ସୁନୀତା

ନୂଆଦିଲ୍ଲୀ: ସୁନିତା ୱିଲିୟମ୍ସଙ୍କ ଘରକୁ ଆସିବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ମହାକାଶରେ ୨୮୬ ଦିନ ବିତାଇବା ପରେ, ନାସାର ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ପୃଥିବୀକୁ ଫେରି ଆସୁଛନ୍ତି । ଆଜି…

ବୃଦ୍ଧାଙ୍କୁ ବି ଛାଡିଲେନି..ହୋଲିରେ ଆକ୍ରମଣ କରି ଦୁଷ୍କର୍ମ କଲା ୨୪ ବର୍ଷୀୟ ଦୁର୍ବୃତ୍ତ

ନୂଆଦିଲ୍ଲୀ: ବିହାରର ଗୋପାଳଗଞ୍ଜରେ ଜଣେ 80 ବର୍ଷୀୟା ମହାଦଳିତ ମହିଳାଙ୍କ ସହିତ ବଳାତ୍କାର ମାମଲା ସାମ୍ନାକୁ ଆସିଛି। ୧୪ ମାର୍ଚ୍ଚ ହୋଲି ଦିନ ପୀଡିତା ଘାସ କାଟିବା ପାଇଁ କ୍ଷେତକୁ ଯାଇଥିଲେ। ତା'ପରେ ୨୪ ବର୍ଷୀୟ…

ପଞ୍ଚଭୂତରେ ବିଲୀନ ହେଲେ ବିଜେପିର ବିନ୍ଧାଣି ଦେବେନ୍ଦ୍ର ପ୍ରଧାନ, ପୁରୀ ସ୍ବର୍ଗଦ୍ବାରରେ ଦିଆଗଲା ଗାର୍ଡ ଅଫ ଅନର

ଭୁବନେଶ୍ବର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ସୋମବାର ପରଲୋକ ହୋଇଥିବା ବେଳେ ଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଦେବେନ୍ଦ୍ରଙ୍କ ଶେଷକୃତ୍ୟରେ ବାବା ରାମଦେବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ…

Rang Panchami 2025: କେବେ ପାଳନ ହେବ ରଙ୍ଗ ପଞ୍ଚମୀ? ଜାଣନ୍ତୁ ଶୂଭ ସମୟ

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ରଙ୍ଗ ପଞ୍ଚମୀ ପର୍ବର ବିଶେଷ ମହତ୍ତ୍ୱ ଅଛି ଏବଂ ଏହା ହୋଲିର ପାଞ୍ଚ ଦିନ ପରେ ପାଳିତ ହୁଏ। ଏହି ପର୍ବ ଚୈତ୍ର ମାସର କୃଷ୍ଣ ପକ୍ଷ ପଞ୍ଚମୀ ତିଥିରେ ପଡ଼ିଥାଏ। ଏହାର ଲୋକପ୍ରିୟତା ବିଶେଷକରି…

ସକାଳେ ଖାଲି ପେଟରେ ମହୁରେ ବୁଡ଼ାଇ ଖାଆନ୍ତୁ ରସୁଣ, ଚୁଟକିରେ ଦୂର ହେବ ରୋଗ

ନୂଆଦିଲ୍ଲୀ: ରସୁଣ ଏକ ଏପରି ପନିପରିବା ଯେଉଁଥିରେ ଜିଙ୍କ୍, ଫସଫରସ୍, ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଭଳି ପୋଷକ ତତ୍ତ୍ୱ ମିଳିଥାଏ । ରସୁଣରେ ଭିଟାମିନ୍ ସି, ଭିଟାମିନ୍ କେ, ଫୋଲେଟ୍, ନିଆସିନ୍ ଏବଂ ଥିଆମିନ୍ ମଧ୍ୟ ଭଲ…

ଗାଜା ଉପରେ ଇସ୍ରାଏଲ ପୁଣି ଏୟାର ଷ୍ଟ୍ରାଇକ, 20ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଇସ୍ରାଏଲୀ ସେନା (IDF) ପୁଣି ଥରେ ଗାଜାକୁ ଟାର୍ଗେଟ କରିଛି । IDF ଅନୁଯାୟୀ, ଏହାର ସେନା ହମାସର ଘାଟି ଉପରେ ବ୍ୟାପକ ଆକ୍ରମଣ କରିଛି । ଏହି ଆକ୍ରମଣରେ 20 ଜଣଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଜଣାପଡ଼ିଛି ।…

ବାପା ସାଜିଲା ସଇତାନ, ସାବତ ମାଆ ସହ ମିଶି ପୁଅକୁ ଜାଳି ବାପାର ହତ୍ୟା ଉଦ୍ୟମ

ଭୁବନେଶ୍ବର: ବାପା ସାଜିଲା ପିଶାଚ । ନିଅ ପୁଅକୁ ହତ୍ୟା ପାଇଁ କରୁଥିଲା ଉଦ୍ୟମ । ଲହୁଣିପଡ଼ା ଥାନା ତାଳବାହାଳି ଗାଁରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା । ସୂଚନା ଅନୁସାରେ, ଶୋଇଥିବା ବେଳେ ପୁଅକୁ ଜାଳି ବାପା…

ଯଦି ଆପଣ ମଧ୍ୟ ଲମ୍ବା ଦାଢ଼ି ରଖନ୍ତି, ତେବେ ସାବଧାନ ରୁହନ୍ତୁ! ଏହା ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇପାରେ

ନୂଆଦିଲ୍ଲୀ: ଆଜିକାଲି ଦାଢ଼ି ରଖିବା ଟ୍ରେଣ୍ଡରେ ରହିଛି । ଯୁବପିଢ଼ି ଲମ୍ବା ଏବଂ ଘନ ଦାଢ଼ି ରଖିବାକୁ ପସନ୍ଦ କରନ୍ତି । ଏହା ସେମାନଙ୍କୁ ଏକ ଷ୍ଟାଇଲିସ୍ ଲୁକ୍ ଦିଏ । 2019 ମସିହାରେ OnePoll ଦ୍ୱାରା Honest Amish…

ନଡ଼ାରେ ଖେଳୁଥିବା ବେଳେ ହଠାତ୍ ଲାଗିଲା ନିଆଁ, ପୋଡି ହୋଇ 4 ଶିଶୁଙ୍କ ଚାଲିଗଲା ପ୍ରାଣ

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର ଗୀତିଲିପି ଗାଁରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ଆସିଛି । ନଡ଼ାରେ ନିଆଁ ଲାଗିଯିବାରୁ ସେଥିରେ ଖେଳୁଥିବା ଚାରି ଜଣ ଛୁଆ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏହି…

ରାଜ୍ୟରେ ଖାଲିପଡିଛି ଏକାଧିକ IAS-IPS ପଦବୀ, ବିଧାନସଭାରେ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଧାନସଭାରେ ଉଠିଲା ଆଇଏସ ଆଇପିଏସ ପ୍ରସଙ୍ଗ । ରାଜ୍ୟରେ କେତେ ଆଇଏଏସ୍, ଆଇପିଏସ୍, ଆଇଏଫଏସ୍ ସହ ଓଏଏସ୍ ପଦବୀ ଫାଙ୍କା ପଡିଛି, ଏଭଳି ପ୍ରଶ୍ନ ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ,…