କଂଗ୍ରେସ ସଂଖ୍ୟାଲଘୁ ସେଲର ବିକ୍ଷୋଭ ବେଳେ ମୁହାଁମୁହିଁ, କିଟ୍ ସାମ୍ମାରେ କର୍ମୀ-ପୋଲିସ ମଧ୍ୟରେ ଧସ୍ତାଧସ୍ତି
ଭୁବନେଶ୍ବର: କିଟ୍ ସାମ୍ନାରେ ପୁଣି ଥରେ ଧସ୍ତାଧସ୍ତି ପରିସ୍ଥିତି ସ୍ଥିତି । କଂଗ୍ରେସ ସଂଖ୍ୟାଲଘୁ ସେଲ୍ର ବିକ୍ଷୋଭ ବେଳେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି ।
ବିକ୍ଷୋଭକାରୀ ଓ ପୋଲିସ ମଧ୍ୟରେ ଠେଲାପେଲା ସ୍ଥିତି…