Republic Day 2025: କର୍ତ୍ତବ୍ୟ ପଥରେ ବିଶ୍ୱ ଦେଖିବ ଭାରତର ସାମରିକ ଶକ୍ତି , ଶକ୍ତି ଏବଂ ସଂସ୍କୃତିର ଝଲକ
ନୂଆଦିଲ୍ଲୀ: ଆଜି 76ତମ ସାଧାରଣତନ୍ତ୍ର ଦିବସ । ଏନେଇ ଦିଲ୍ଲୀରୁ ପଲ୍ଲୀ ସବୁଠି ଉତ୍ସବ ମୁଖର । ଆଜି କର୍ତ୍ତବ୍ୟପଥରେ ପତ୍ତାକା ଉତ୍ତୋଳନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ସମେତ…