ଇମ୍ରାନ ସମର୍ଥକଙ୍କ ପଦଯାତ୍ରାରେ 5 ସୁରକ୍ଷାକର୍ମୀ ମୃତ ! ବିରୋଧ ପ୍ରଦର୍ଶନ ଜାରି

ନୂଆଦିଲ୍ଲୀ: ଠପ୍ ହୋଇଯାଇଛି ପାକିସ୍ତାନ । ପାକିସ୍ତାନରେ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥକମାନେ ସୋମବାର ରାଜଧାନୀ  ଇସଲାମବାଦ ଅଭିମୁଖେ ଯାତ୍ରା କରି ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି ।…

Breaking: ହସ୍ପିଟାଲରେ ଭର୍ତ୍ତି ହେଲେ RBI ଗଭର୍ଣ୍ଣର, ସ୍ବାସ୍ଥ୍ୟବସ୍ଥା…

ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହେଲେ ଆରବିଆଇ(Reserve Bank of India ) ଗଭର୍ଣ୍ଣର । ଶଶିକାନ୍ତ ଦାସ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି । ସ୍ବାସ୍ଥ୍ୟ ସମ୍ବନ୍ଧୀୟ କାରଣ ପାଇଁ…

ରାସ୍ତାକଡରେ ତମ୍ବୁ ବାନ୍ଧି ଶୋଇଥିବା ବେଳେ ମାଡିଗଲା ଟ୍ରକ, ଲିଭିଗଲା 5 ଜୀବନ ଦୀପ

ନୂଆଦିଲ୍ଲୀ:  ସକାଳୁ ସକାଳୁ ଏକ ଭୟଙ୍କର ସଡକ ଦୁର୍ଘଟଣାର ଖବର ସାମ୍ନାକୁ ଆସୁଛି । ଶୋଇଥିବା ବେଳେ 5ଜଣଙ୍କ ଉପରେ ଟ୍ରକ ମାଡି ଯାଇଥିବା ଜଣାପଡିଛି । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 5ଜଣଙ୍କ ମୃତ୍ୟୁ ହୋଇଛି । କେରଳର…

ସ୍କୁଲରେ ଅଭାବନୀୟ ଘଟଣା, ଏକାସଙ୍ଗେ 3ଟି ପୁରି ଖାଇବାରୁ 11 ବର୍ଷୀୟ ଛାତ୍ରର ମୃତ୍ୟୁ

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମ ରିଲ୍ସ ଏବଂ ସାଙ୍ଗସାଥିକୁ ଦେଖାଇବା ପାଇଁ ଲୋକେ ଏଭଳି କରନ୍ତି ଯେ, ପରବର୍ତ୍ତୀ ସମୟରେ ସେମାନେ ବୋକା ବୋଲି ପ୍ରମାଣିତ ହୁଅନ୍ତି । ତେବେ ତେଲାଙ୍ଗାନାର ହାଇଦ୍ରାବାଦରୁ ଏଭଳି ଏକ ଖବର ଆସିଛି…

ଦେଶ ପାଳୁଛି ସମ୍ବିଧାନ ଦିବସ, ଏଜି ଛକରୁ କ୍ୟାପିଟାଲ ହସ୍ପିଟାଲ ଛକ ଯାଏଁ ପଦଯାତ୍ରା

ଭୁବନେଶ୍ବର: ଆଜି ଦେଶ ପାଳୁଛି ଜାତୀୟ ସମ୍ବିଧାନ ଦିବସ । ଦେଶର ସମ୍ବିଧାନକୁ ଆଜି 75 ବର୍ଷ ପୂର୍ତ୍ତି ହୋଇଛି । ଏନେଇ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । 1949 ମସିହା ନଭେମ୍ବର 26…

ବଦଳିବ ପାଗର ମିଜାଜ, ଆସନ୍ତା 28ରୁ ବର୍ଷା! ଅନେକ ସ୍ଥାନରେ କମିବ ତାପମାତ୍ରା

ଭୁବନେଶ୍ବର: ବଦଳିବ ପାଗର ମିଜାଜ୍ । ତାପମାତ୍ରା ହେବ ପରିବର୍ତ୍ତନ । ଆସନ୍ତା 28 ତାରିଖରୁ 1 ତାରିଖ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କାରଣରୁ ରାଜ୍ୟରେ କୋହଲା ପାଗ ସାଙ୍ଗକୁ…

କାଲି ଶ୍ରୀଜିଉଙ୍କ ପଇତା ଲାଗି, ଏହି ସମୟରେ ବନ୍ଦ ରହିବ ସାଧାରଣ ଦର୍ଶନ

ଭୁବନେଶ୍ବର: ଶ୍ରୀମନ୍ଦିର ଯିବାକୁ ଥିବା ଭକ୍ତଙ୍କ ପାଇଁ ବଡ ଖବର । ସୋମବାର କିଛି ଘଣ୍ଟା ବନ୍ଦ ରହିବ ଦର୍ଶନ । ଆସାନ୍ତାକାଲି ଅର୍ଥାତ ସୋମବାର ଦିନ ଶ୍ରୀଜିଉଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଏହା କାଳିଆ…

Breaking: ସୁନ୍ଦରଗଡରୁ ସୁଭଦ୍ରା ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, 20 ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଆସିଲା 5 ହଜାର

ଭୁବନେଶ୍ବର: ଅପେକ୍ଷାର ଅନ୍ତ ଘଟିଲା । ଆକାଉଣ୍ଟରେ ଜମା ହେଲା 5 ହଜାର ଟଙ୍କା । ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଆକାଉଣ୍ଟକୁ ଆସିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁନ୍ଦରଗଡ ଗସ୍ତରେ ଯାଇ…

(Video) ଯାତ୍ରୀଙ୍କୁ ଉଠାଇ ଟ୍ରେନ ଝରକା ଦେଇ ଭର୍ତ୍ତି କରୁଛନ୍ତି କୁଲି, ଏଭଳି କାର୍ଯ୍ୟ ଦେଖି ଲୋକେ କହୁଛନ୍ତି କୁଲି ନଂ 1

ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।  ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖିଲେ ନହସି ରହିହେବ ନାହିଁ ।…

Man Ki Baat: ଯୁବକଙ୍କୁ ଫୋକସ କଲେ ପ୍ରଧାନମନ୍ତ୍ରୀ, NCCରେ ସାମିଲ ପାଇଁ କଲେ ଅପିଲ

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କି ବାତର 116 ତମ ଏପିସୋଡରେ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି । ସେ ପ୍ରଥମେ ଦେଶବାସୀଙ୍କୁ ଏନସିସି ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଏହାପରେ ନିଜ ସମ୍ବୋଧନରେ…