କଟକରେ ଲଜ୍ଜା: ସାଙ୍ଗ ସହ ମିଶି ବାନ୍ଧବୀକୁ ଝୁଣିଲା ପୁରୁଷ ବନ୍ଧୁ, 6ଜଣ ଗିରଫ
ଭୁବନେଶ୍ବର: ଐତିହ୍ୟ ନଗରୀ କୁହାଯାଉଥିବା କଟକରୁ ସାମ୍ନାକୁ ଆସିଛି ଲଜ୍ଜା ଜନକ ଘଟଣା । ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ପରେ 6 ଜଣଙ୍କୁ ବାନ୍ଧିଲା ପୋଲିସ । ଯାହାକୁ ଭଲ ପାଇ ସାତ ଜନ୍ମର ସାଥି ହେବା…