ୟୁରୋପୀୟ ଏଜେନ୍ସିର ଦାବି: ରେକର୍ଡ ଭାଙ୍ଗୁଛି ତାତି, 2024 ସବୁଠୁ ଉତ୍ତପ୍ତ ବର୍ଷ
ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନର ପ୍ରଭାବ ବର୍ତ୍ତମାନ ସମଗ୍ର ବିଶ୍ୱରେ ଅଧିକ ଦେଖାଯାଉଛି । କେଉଁଠି ଅଦିନିଆ ଶୀତ ହେଉଛି ତ ଆଉ କେଉଁଠି ମରୁଭୂମୀରେ ବରଫ ପଡୁଛି । ଏଜେନ୍ସି ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, 2024…