(Video) ରୁଟି ଖାଉଥିଲେ ସାବଧାନ ! ଛେପ ପକାଇ ସେକୁଛନ୍ତି ଦୋକାନୀ, ଦେଖନ୍ତୁ ଭିଡିଓ
ଉତ୍ତରପ୍ରଦେଶ: ଗତ କିଛି ଦିନର ବ୍ୟବଧାନ ପରେ ପୁଣିଥରେ ରୁଟିରେ ଛେପ ମିଶିଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ନୂଆଦିଲ୍ଲୀ ପରେ ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା । ଉତ୍ତରପ୍ରଦେଶ ବାଗପତକ ଏକ…