ଜଣେ ନୁହେଁ ଏଣିକି 4 ଜଣ ଏକାଠି କରିପାରିବେ ଡେଟ୍, Tinder ଲଞ୍ଚ କଲା Double Date ଫିଚର
ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ଟିଣ୍ଡରରେ କାହାକୁ ସ୍ୱତନ୍ତ୍ର ଖୋଜିବାକୁ ଚେଷ୍ଟା କରୁଛନ୍ତି, ତେବେ ଏବେ ଆପଣଙ୍କ ପାଇଁ ଏକ ନୂତନ ଏବଂ ଆକର୍ଷଣୀୟ ସୁଯୋଗ ଆସିଛି । ଡେଟିଂ ଆପ୍ ଟିଣ୍ଡର ସମ୍ପ୍ରତି ଡବଲ ଡେଟ୍ ନାମକ ଏକ ନୂତନ…