ଏହି PAN କାର୍ଡଧାରୀଙ୍କ ଉପରେ ଲାଗିବ ୧୦,୦୦୦ ଟଙ୍କାର ଜରିମାନା, ସରକାର ଜାରି କଲେ ଆଲର୍ଟ
ନୂଆଦିଲ୍ଲୀ: ଯଦି ଆପଣଙ୍କ ପାଖରେ PAN Card ଅଛି, ତେବେ ସତର୍କ ହୋଇଯାଆନ୍ତୁ। କାରଣ ଆୟକର ବିଭାଗ ଏପରି ପାନ୍ କାର୍ଡଧାରୀଙ୍କ ଉପରେ ୧୦ ହଜାର ଟଙ୍କାର ଜରିମାନା ଲଗାଇଛି, ଯେଉଁମାନଙ୍କ କାର୍ଡ ଇନଆକ୍ଟିଭ ହୋଇଯାଇଛି। ଯଦି…