କାଶୀରେ ପହଞ୍ଚିଲେ ଜାପାନୀ ଯୁବକ, ଫୁଟବଲ ଖେଳି ଖେଳି କରୁଛନ୍ତି ୨୦୦୦ କିମିର ଯାତ୍ରା
ନୂଆଦିଲ୍ଲୀ: ଜାପାନର ବଂଶୋଦ୍ଭବ ନୋଜୂମ ହଗିହାରା, କୋଲକାତାରୁ ଦିଲ୍ଲୀ ଫୁଟବଲ ଖେଳି ଖେଳି ୨୦୦୦ କିମିର କରୁଛନ୍ତି ପଦଯାତ୍ରା। ଆଜି ସେ କାଶୀରେ ପହଞ୍ଚି ଅଟକିଛନ୍ତି। ଗୁରୁବାର ସକାଳେ ସେ ଲକ୍ଷ୍ନୌ ଯିବେ।
ନୋଜୂମ…