ଏତିକି ଟଙ୍କା ଜମା କଲେ ପାଇବେ ₹2,24,974ର ଫିକ୍ସ ସୁଧ, ଜାଣନ୍ତୁ ସ୍କିମର ଡିଟେଲ୍ସ
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ରେପୋ ରେଟ ହ୍ରାସ ପାଇବା ପରେ ଅନେକ ବ୍ୟାଙ୍କ ଏଫଡିର ସୁଧ ଦର ମଧ୍ୟ ହ୍ରାସ କରିଛନ୍ତି। ପୋଷ୍ଟ ଅଫିସ ଅର୍ଥାତ ଡାକଘର ଏପର୍ଯ୍ୟନ୍ତ ନିଜ ସେଭିଙ୍ଗସ ଯୋଜନାର ସୁଧ ଦରରେ…