ମେରୁ ଯାତ୍ରାରେ ମାତିଲେ ଲୁଟେରା, ୪ ମହିଳାଙ୍କଠାରୁ ଝାମ୍ପିନେଲେ ସୁନା

ଖଲ୍ଲିକୋଟ: ମେରୁ ଯାତ୍ରାରେ ମାତିଲେ ଲୁଟେରା। ୪ଜଣ ମହିଳାଙ୍କଠାରୁ ସୁନା ଅଳଙ୍କାର ଲୁଟ୍ ନେଇ ଅଭିଯୋଗ ହୋଇଛି। ଖଲ୍ଲିକୋଟ ଥାନା ପଥରା ଗାଁ ମେରୁ ଯାତ୍ରାରେ ଏହି ଚୋରି ହୋଇଛି। ଜଣେ ମହିଳାଙ୍କୁ ଧରି ଥାନାରେ ଜିମା…

Big Breaking: କି ଦୋଷ କରିଥିଲା ଏହି ନିରୀହ ଶିଶୁ, ୨ୟ ଶ୍ରେଣୀ ଛାତ୍ରୀଙ୍କୁ ମାରି ବାଉଁଶ ଖୁଣ୍ଟରେ ଟାଙ୍ଗିଦେଲେ!

ଉଦଳା: ଆଶ୍ରମ ବିଦ୍ୟାଳୟରୁ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ୨ୟ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସୂଚନାନୁଯାୟୀ, ଶାଳଖୁଣ୍ଟା ସ୍ଥିତ ବିଦ୍ୟାଳୟରୁ…

ଜେଜେଙ୍କ ବନ୍ଧୁକ ନେଇ IPL ମ୍ୟାଚ ଦେଖୁଥିଲା ନାବାଳକ, ବାହାରିଗଲା ଗୁଳି, ଜଣେ ଛାତ୍ର ମୃତ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମେରଠ ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଆଇପିଏଲ ମ୍ୟାଚ ଦେଖିବା ସମୟରେ ଜଣେ ନାବାଳକ ହାତରେ ଧରିଥିବା ବନ୍ଧୁକରୁ ଗୁଳି ବାହାରିଯାଇଛି। ଏଥିରେ ମ୍ୟାଚ ଦେଖୁଥିବା ଜଣେ…

(Video) ସରକାରୀ ଚାକିରିର ଜଲୱା! ସୁନ୍ଦରୀ କନ୍ୟାକୁ ମିଳିଲା ଏମିତିଆ ବର

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ହଜାର ହଜାର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି। ଏହାରି ମଧ୍ୟରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏକ ବିବାହିତ ଯୋଡ଼ି ଏହି ଭିଡିଓରେ…

ତାତିଲେ ଜନତା: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ କଲେ ଆକ୍ରମଣ

ଭୁବନେଶ୍ୱର: ଧର୍ମଶାଳାର ପୂର୍ବତନ ବିଧାୟକଙ୍କ ଗାଡ଼ି ଉପରେ ଆକ୍ରମଣର ଅଭିଯୋଗ ହୋଇଛି। ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଆକ୍ରମଣ କଲେ ଜନତା। ସୂଚନାନୁଯାୟୀ, ଆରୁହା ଗ୍ରାମରେ ହିଙ୍ଗୁଳା ଯଜ୍ଞକୁ ଯିବା…

ଆଜି ରାତିରେ ଦେଖାଯିବ କି ଗୋଲାପି ଜହ୍ନ, ଜାଣନ୍ତୁ କେଉଁ ସମୟରେ ଦେଖିପାରିବେ ଏହି ‘ପିଙ୍କ ମୁନ୍‌’

ନୂଆଦିଲ୍ଲୀ: ଆଜି ଆକାଶରେ ବିରଳ ଦୃଶ୍ୟ ଦେଖିବାକୁ ମିଳିବ। ଆଜି ଅର୍ଥାତ ୧୨ ଅପ୍ରେଲ ରାତିରେ ଆକାଶରେ ଜହ୍ନ ଗୋଲାପି ଦେଖାଯିବ, ଯେପରି ପିଙ୍କ ମୁନ୍ କୁହାଯାଏ। ଜହ୍ନ ଗୋଲାପି ଦେଖାଯିବ ନାହିଁ, କିନ୍ତୁ ଏହା ଚଳିବ…

ଶକ୍ତ ଭୂମିକମ୍ପର ଝଟକା ପାଇଲା ପାକିସ୍ତାନ, ରିକ୍ଟର ସ୍କେଲରେ ୫.୮ ତୀବ୍ରତା

ନୂଆଦିଲ୍ଲୀ: ଶନିବାର ଦିନ ପାକିସ୍ତାନରେ ଭୂମିକମ୍ପ ଅନୁଭୂତ ହୋଇ ଅନେକ ଅଞ୍ଚଳକୁ ଦୋହଲାଇ ଦେଇଛି। ଏହାର ତୀବ୍ରତା ରିଚ୍ଟର ସ୍କେଲରେ 5.8 ରେ ମାପ କରାଯାଇଛି। ଭୂମିକମ୍ପ ଅନୁଭୂତ ହେବା ମାତ୍ରେ ଲୋକମାନେ ଘରୁ ବାହାରକୁ…

ଭୂମିକମ୍ପରେ ଥରିଲା ତାଜିକିସ୍ତାନ, ରିକ୍ଟର ସ୍କେଲରେ ମପାଗଲା ଏତିକି ତୀବ୍ରତା

ନୂଆଦିଲ୍ଲୀ: ତାଜିକିସ୍ତାନରେ ବର୍ତ୍ତମାନ ଭୂମିକମ୍ପ ଅନୁଭୂତ ହୋଇଛି। ନେସନାଲ ସେଣ୍ଟର ଫର ସିସ୍ମୋଲୋଜୀ ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୨ ମାଗ୍ନିଚ୍ୟୁଡ ଜାରି କରାଯାଇଛି। ଏହି ଭୂମିକମ୍ପର କେନ୍ଦ୍ର…

ତିନି ବର୍ଷର ଝିଅକୁ ହାଣିଦେଲା ଜହ୍ଲାଦ ବାପା, ଅଭିଯୁକ୍ତ ଫେରାର

ବାଙ୍କୀ: ଜନ୍ମ କଲା ବାପା ବି ପାଲଟିପାରେ ଏତେ ନୃଶଂସ। ଏହାର ଏକ ଜ୍ୱଳନ୍ତ ଉଦାହରଣ ବାଙ୍କୀରେ ଦେଖିବାକୁ ମିଳିଛି। ଏଠାରେ ଜଣେ ଜହ୍ଲାଦ ବାପା ନିଜ ୩ ବର୍ଷୀୟ ଝିଅକୁ ହାଣି ଦେଇଥିବା ଖବର ସାମ୍ନାକୁ ଆସିଛି।…

ଡ୍ରୋନ ଯୋଗେ ଚୋରା ଖଣିର ଚାଲିଛି ସନ୍ଧାନ, ଏନଫୋର୍ସମେଣ୍ଟ ଟିମ୍‌ର ଚଢ଼ାଉ

ସୁନ୍ଦରଗଡ଼: ୨ୟ ଦିନରେ ଏନଫୋର୍ସମେଣ୍ଟ ଟିମର ଚଢାଉ ଜାରି ରହିଛି। ଡ୍ରୋନ ଯୋଗେ ଚୋରା ଖଣିର ଚାଲିଛି ସନ୍ଧାନ। ଗ୍ରାଉଣ୍ଡ ଜିରୋରେ ୯ ଜଣିଆ ସ୍ୱତନ୍ତ୍ର ଟିମର ଛାନ୍‌ଭିନ୍ ଜାରି ରହିଛି। ହେମଗିରି, ତେଲେନଡିହି,…