ମହାପ୍ରଭୁ ଭକ୍ତଙ୍କ ପାଇଁ ଖୁସି ଖବର, ଏଣିକି ଶ୍ରୀମନ୍ଦିରରେ ମିଳିବ ମାଗଣା ଅବଢ଼ା

ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦେଖିବା ପାଇଁ କାହିଁ କେତେ ଦୂରରୁ ଭକ୍ତମାନେ ପୁରୀ ଧାଇଁ ଆସନ୍ତି। ଶ୍ରୀମନ୍ଦିରରେ କାଳିଆକୁ ଦର୍ଶନ କରିବା ପରେ ଶ୍ରଦ୍ଧାଳୁ ଆନନ୍ଦବଜାରରେ ଅବଢ଼ା କିଣି ଖାଆନ୍ତି। ଏପରି ମାନ୍ୟତା…

ବିଶ୍ୱର କେଉଁ ସହର ସବୁଠୁ ସୁରକ୍ଷିତ? ୨୦୨୪ ତାଲିକାରେ ଏହି ଦେଶ ନମ୍ବର-୧

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ସୁରକ୍ଷିତ ସ୍ଥାନର ତାଲିକା ଜାରି କରାଯାଇଛି। ଏଥିରେ ଆରବ ରାଷ୍ଟ୍ର ସଂଯୁକ୍ତ ଆରବ ଏମିରେଟ୍ସର ଆବୁଧାବି ପ୍ରଥମ ସ୍ଥାନରେ ରହିଛି। ୨୦୧୭ରୁ ହିଁ ସଂ୍‌ୁକ୍ତ ଆରବ ଏମିରେଟ୍ସ ଦୁନିଆର ସବୁଠାରୁ…

ଡାକ୍ତରଙ୍କର ହୋଇଥିବା ଆକ୍ରମଣ ଘଟଣାରେ ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ, ଜାରି କଲେ ମେମୋରାଣ୍ଡମ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ବୁଧବାର ରାତିରେ ଆରଜିକର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଆନ୍ଦୋଳନ କରୁଥିବା ଲୋକଙ୍କ ଉପରେ ଆକ୍ରମଣ କରାଯାଇଛି। ସେ ବିକ୍ଷୋଭକାରୀ ଡାକ୍ତରଙ୍କ ସହ ମାରପିଟ କରିଛନ୍ତି…

୧ କୋଟି ସହ ପ୍ରତି ମାସରେ ମିଳିବ ୧ ଲକ୍ଷ ଟଙ୍କାର ପେନସନ, ଖୁସି କରିଦେବ ସରକାରଙ୍କ ଏହି ସ୍କିମ

ନୂଆଦିଲ୍ଲୀ: ଆମେ ସମସ୍ତେ ଭବିଷ୍ୟତରେ ଆର୍ଥିକ ସମସ୍ୟାକୁ ସାମ୍ନା କରିବାକୁ କିଛି ସଞ୍ଚୟ କରିଥାଉ। ଦେଶରେ ଏପରି ଅନେକ ପେନସନ ଯୋଜନା ଚାଲୁରହିଛି, ଯେଉଁଥିରେ ନିବେଶ କରି ଆପଣ ଚାକିରିରୁ ଅବସର ନେବା ପରେ ମଧ୍ୟ ସମସ୍ୟାରୁ…

ଗୁଗୁଲର ବ୍ୟବସାୟକୁ ଘାଟା କରୁଛି ୱାର୍କ-ଫ୍ରମ-ହୋମ କଲଚର, ପୂର୍ବତନ ସିଇଓ କହିଲେ ଏହି ବଡ଼ କାରଣ

ନୂଆଦିଲ୍ଲୀ: ଆଟିଫିସିଆଲ ଇଣ୍ଟେଲିଜେନ୍ସ ବର୍ତ୍ତମାନ ଦୁନିଆର ବଡ଼ କମ୍ପାନୀଗୁଡିକୁ ଫୋକସରେ ରହିଛି। ଗୁଗୁଲକୁ ନେଇ ଆପଲ, ମାଇକ୍ରୋସଫ୍ଟ ଏବଂ ଫେସବୁକ ପର୍ଯ୍ୟନ୍ତ ଟେକ ଜଗତର ବଡ଼ କମ୍ପାନୀମାନ ଏଆଇର ଦୌଡରେ ସାମିଲ ଅଛନ୍ତି।…

କେଜ୍ରିୱାଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମନୀଷ ସିସୋଦିଆ, କହିଲେ- ‘ଦେଶର ଗଣତନ୍ତ୍ର ଜେଲ ଭିତରେ’

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟୀର ମୁଖ୍ୟ ଏବଂ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର ଶୁକ୍ରବାର (୧୬ ଅଗଷ୍ଟ)ରେ ଜନ୍ମଦିନ। ତିହାର ଜେଲରେ ବନ୍ଦୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ୫୬ ବର୍ଷ ହୋଇଛି। ଏହି…

ରାକ୍ଷୀପୂର୍ଣ୍ଣିମାରେ ସକାଳେ ଭାଇକୁ ରାକ୍ଷୀ ପିନ୍ଧାଇପାରିବନି ଭଉଣୀ, ଜାଣନ୍ତୁ କାହିଁକି

ଓଡ଼ିଶା ଭାସ୍କର: ରାକ୍ଷୀପୂର୍ଣ୍ଣିମା ଭାଇ-ଭଉଣୀର ଅତୁଟ ଭଲପାଇବା, ବିଶ୍ୱାସ ଏବଂ ସ୍ନେହର ପର୍ବ ଅଟେ। ପ୍ରତି ବର୍ଷ ରକ୍ଷାବନ୍ଧନର ଉତ୍ସବ ଗହ୍ମାପୂର୍ଣ୍ଣିମା ଦିନ ପାଳନ କରାଯାଇଥାଏ, ଯାହା ଅଗଷ୍ଟ ମାମରେ ପଡିଥାଏ। ଚଳିତ…

ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ, ୨୪ ଘଣ୍ଟାରେ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ। ଘୂର୍ଣ୍ଣିବଳୟ ଆଜି ସକାଳେ ଲଘୁଚାପର ରୂପ ନେଇଛି। ଆଗାମୀ ୨ରୁ୩ ଦିନରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ମୁହାଁଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।…

ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

ଭୁବନେଶ୍ୱର: ରାଜ୍ୟରେ ଦୁର୍ନୀତିକୁ ନେଇ ଭିଜିଲାନ୍ସ ଅଧିକାରୀ ସକ୍ରିୟ ରହିଛନ୍ତି। ଆୟବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ରାଜ୍ୟରେ ଭିଜିଲାନ୍ସ ପକ୍ଷରୁ ଲଗାତାର ଚଢାଉ ଚାଲିଛି। ଏହାରି ମଧ୍ୟରେ ବର୍ତ୍ତମାନ ଏପରି ଆଉ ଏକ…

ଟ୍ରକ ବୋଲେରୋ ମୁହାଁମୁହିଁ ଧକ୍କା: ହୀରାକୁଦ ବୁଲିବାକୁ ଆସିଥିବା ୭ ଯାତ୍ରୀ ଗୁରୁତର

କଳାହାଣ୍ଡି: ସକାଳୁ ସକାଳୁ କଳାହାଣ୍ଡିରେ ଏକ ଅଘଟଣ ଘଟିଛି। ଏଠାରେ ଟ୍ରକ-ବୋଲେରୋ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାଟି ଏନଏଚ ୨୬ କେସିଙ୍ଗା ନିକଟରେ ଘଟିଛି ବୋଲି ଜଣାପଡିଛି। ଦୁର୍ଘଟଣାରେ ୭ଜଣ…