କାହିଁକି ପାଳନ କରାଯାଏ ଜଙ୍କ ଫୁଡ ଡେ? ଜାଣନ୍ତୁ ଏହା ଶରୀର ପାଇଁ କ୍ଷତିକାରକ କି ନୁହେଁ
ଓଡ଼ିଶା ଭାସ୍କର: ସାରା ଦେଶରେ ଅନେକ ଲୋକେ ଖାଦ୍ୟ ପ୍ରେମୀ ଅଟନ୍ତି । ଅନେକ ଲୋକଙ୍କଠାରୁ ଶୁଣିଥିବେ ଯେ, ଆମେ ରୋଜଗାର କରୁଛୁ ଖାଇବା ପାଇଁ । ଏତିକି ନୁହେଁ ଟେଷ୍ଟି ଫୁଡ ପାଇଁ ଲୋକେ କାହିଁ କେତେ ଦୂର ଯାତ୍ରା କରନ୍ତି ।…