ମନୀଷ ସିସୋଦିଆଙ୍କୁ ଖୁବଶୀଘ୍ର ମିଳିବ ଆଶ୍ୱସ୍ତି! .. ଚନ୍ଦ୍ରଚୂଡ଼ଙ୍କର ଏହି ଉତ୍ତରରୁ ମିଳିଲା ଭରସା

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ତିହାର ଜେଲରେ ବନ୍ଦୀ ଥିବା ମନୀଷ ସିସୋଦିଆ ସୋମବାର ଦିନ ପୁଣିଥରେ ସୁପ୍ରିମକୋର୍ଟଙ୍କ ପାଖରେ ଆବେଦନ କରିଛନ୍ତି । ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ଆମ୍ ଆଦମୀ…

X ରେ ଟ୍ରେଣ୍ଡ କରୁଛି #BoycottJio ଏବଂ #BSNL ର ଘରକୁ ଫେରିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଦେଶର ବଡ ଟେଲିକମ କମ୍ପାନୀମା ଜିଓ, ଏୟାରଟେଲ ଏବଂ ଭିଆଇ ଚଳିତ ମାସରେ ରିଚାର୍ଜ ମୂଲ୍ୟ ବଢାଇଛନ୍ତି । ଏହାପରେ ଲୋକଙ୍କୁ ବର୍ତ୍ତମାନ ରିଚାର୍ଜ କରିବା ସମୟରେ ଏହା ଦେଖିବାକୁ ପଡିବ ଯେ, କେଉଁ ପ୍ଲାନ…

ସୂର୍ଯ୍ୟଙ୍କ ଗୋଚରରେ ଲାଭବାନ ହେବେ ଏହି ୪ ରାଶି, ଧନ ମିଳିବା ସହ ଆରମ୍ଭ ହେବ ଭଲ ଦିନ

ଓଡ଼ିଶା ଭାସ୍କର: ଜ୍ୟେତିଷ ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟ ଯେବେ ରାଶି ପରିବର୍ତ୍ତନ କରନ୍ତି ସେବେ ଏହାର ପ୍ରଭାବ ଆନେକ ରାଶିମାନଙ୍କ ଉପରେ ପଡିଥାଏ । ବର୍ତ୍ତମାନ ସୂର୍ଯ୍ୟ ମିଥୁନ ରାଶିରେ ଅଛନ୍ତି । ୧୬ ଜୁଲାଇରେ ସୂର୍ଯ୍ୟ…

କର୍ମଚାରୀମାନଙ୍କୁ ପିଏଫ ଦେଇପାରୁନି ସ୍ପାଇସ ଜେଟ, ଆର୍ଥିକ ସଂକଟରେ ଫସିଲା ଏୟାରଲାଇନ

ନୂଆଦିଲ୍ଲୀ: ଭାରତୀୟ ବିମାନ ସେକ୍ଟରର ଅଗ୍ରନୀ କମ୍ପାନୀ ସ୍ପାଇସଜେଟର ଆର୍ଥିକ ସଂକଟ ବଢିବାରେ ଲାଗିଛି । କମ୍ପାନୀ ନିଜ କର୍ମଚାରୀମାନଙ୍କର ପ୍ରୋଭିଡଏଣ୍ଟ ଫଣ୍ଡ ମଧ୍ୟ ଦେବାରେ ଅସକ୍ଷମ ହୋଇଛି । ଇପିଏଫଓର ଅନୁସାରେ,…

(Video) ରାହୁଲ ଗାନ୍ଧୀଙ୍କ ଫଟୋରେ ପାଦପୋଛୁଛନ୍ତି ମନ୍ଦିର ଯାଉଥିବା ଶ୍ରଦ୍ଧାଳୁ, ବିବୃତ୍ତିକୁ ନେଇ ତାତିଲେ ବିରୋଧୀ

ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଲୋକସଭାରେ ହିନ୍ଦୁ ଏବଂ ହିନ୍ଦୁତ୍ୱକୁ ନେଇ ଦେଇଥିବା ବିବୃତ୍ତି ପରେ ଲୋକସଭାଠାରୁ ଆରମ୍ଭ କରି ସୋସିଆଲ ମିଡିଆଲ ପର୍ଯ୍ୟନ୍ତ ଚର୍ଚ୍ଚା ଜୋର ଧରିଛି । ବିଜେପି ରାହୁଲ…

(Video) ମସ୍କୋରେ ପହଞ୍ଚିବା ମାତ୍ରେ କ’ଣ କହିଲେ ପିଏମ ମୋଦୀ? ଗାର୍ଡ ଅଫ ଅନର ସହ ହେଲା ସ୍ୱାଗତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ଟ୍ୱିଟ କରି କହିଛନ୍ତି ଯେ, ମସ୍କୋରେ ପହଞ୍ଚି ଗଲି । ଆମ ଦେଶ ମଧ୍ୟରେ ସ୍ୱତନ୍ତ୍ର ଏବଂ ସୁବିଧାଜନକ ରଣନୀତିକ ଚୁକ୍ତିକୁ ଆହୁରି ଅଧିକ ଦୃଢ କରିବାର ଆଶା ରହିଛି । ବିଶେଷକରି…

ହଲଦୀରାମର ୭୬ ପ୍ରତିଶତ ଅଂଶକୁ କିଣିପାରେ ବ୍ଲାକଷ୍ଟୋନ! ୭୦ କୋଟିର ମୂଲରେ ହୋଇପାରେ ଡିଲ୍‌

ନୂଆଦିଲ୍ଲୀ: ନମକିନ ଭୁଜିଆ ଏବଂ ସ୍ନାକ୍ସ ତିଆରି କରୁଥିବା ଦେଶର ସବୁଠୁ କମ୍ପାନୀ ହଲଦୀରାମର ଏକ ବଡ଼ ଅଂଶ ପ୍ରାଇଭେଟ ଇକ୍ୱିଟୀ ଫାର୍ମ ବ୍ଲାକଷ୍ଟୋନ କିଣିପାରେ । ଏହି କିଣିବାରେ ହଲଦୀରାମ କମ୍ପାନୀକୁ ୭୦,୦୦୦ କୋଟି ଟଙ୍କା…

Indian Army ଗାଡ଼ି ଉପରେ ଆତଙ୍କବାଦୀଙ୍କ ଆକ୍ରମଣ, ପକାଇଲେ ବୋମା

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ପୁଣି ଥରେ ସେନାଙ୍କ ଉପରେ ଆକ୍ରମଣ ହୋଇଛି । ଜାମ୍ମୁ କଠୁଆ ବିଲାବରର ଧଡ଼ନୋତା ଅଞ୍ଚଳରେ ସୋମବାର ଦିନ ସେନା ବାହନ ଉପରେ ଆତଙ୍କବାଦୀମାନେ ଫାୟରିଙ୍ଗ କରିଛନ୍ତି, ଯେଉଁଥିରେ ସେନାର ଦୁଇ…

Kalki 2898 AD ବିଶ୍ଵବ୍ୟାପୀ ରୋଜଗାର କଲା ୯୦୦ କୋଟି, ଆମିର ଖାନଙ୍କ ଏହି ବ୍ଲକବଷ୍ଟର ଫିଲ୍ମର ଭାଙ୍ଗିଲା ରେକର୍ଡ

ନୂଆଦିଲ୍ଲୀ: Kalki 2898 AD  କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ଦର୍ଶକଙ୍କ ମନକୁ ମୋହିଛି । ଏହି ଫିଲ୍ମ ଲୋକଙ୍କୁ ବହୁତ ପସନ୍ଦ ଆସିଛି । ଏହି କାରଣରୁ ରିଲିଜର ୧୨ ଦିନ ପରେ ବି Kalki 2898 AD ର ବକ୍ସ ଅଫିସରେ…

ଲଗାତାର ଦ୍ୱିତୀୟଥର ପାଇଁ ଡେଙ୍ଗୁ ହେଲେ ମୃତ୍ୟୁ ହେବାର ସମ୍ଭାବନା କେତେ? ଜାଣନ୍ତୁ

ନୂଆଦିଲ୍ଲୀ: ଡେଙ୍ଗୁ ଥରେ ଠିକ ହେବାପରେ ଦ୍ୱିତୀୟ ଥର ହୋଇଥାଏ କି? ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ଡେଙ୍ଗୁ ଏକ ଭାଇରସ ହୋଇଥାଏ । ଏହା ଯେକୌଣସି ବ୍ୟକ୍ତିକୁ ବାରମ୍ବାର ହୋଇପାରେ । ଏହା ଏପରି ନୁହେଁ…