‘NEET ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ଲିକ ହୋଇଥିଲା ପେପର’, ମାଷ୍ଟରମାଇଣ୍ଡ ଅମିତ ଆନନ୍ଦ କଲେ ଆତ୍ମସମର୍ପଣ

ନୂଆଦିଲ୍ଲୀ: ନୀଟ ପେପର ଲିକ ମାମଲାରେ ମାଷ୍ଟରମାଇଣ୍ଡ ଅମିତ ଆନନ୍ଦ ସ୍ୱୀକାର କରିଛନ୍ତି ଯେ, ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ପେପର ଲିକ ହୋଇଥିଲା । ପରୀକ୍ଷା ମାଫିଆ ଅମିତଙ୍କ ଆତ୍ମସମର୍ପଣ କରିଛନ୍ତି ଯେ, ସେ…

ଅଶୌଧିତ ତେଲ ବଢାଇଲା ମୁଣ୍ଡବିନ୍ଧା, ଡିଜେଲ-ପେଟ୍ରୋଲରେ ମହଙ୍ଗାମାଡ

ଓଡିଶା ଭାସ୍କର(ଭୁବନେଶ୍ୱର): ଲୋକସଭା ନିର୍ବାଚନର ମହାପର୍ବ ସରି ସାରିଛି । ମାତ୍ର ସରିନି ଲୋକଙ୍କ ଅସୁବିଧା, ଲୋକଙ୍କ ସମସ୍ୟ।। ଆଗାମୀ ଦିନରେ ଡିଜେଲ-ପେଟ୍ରୋଲ ଉପରେ ମହଙ୍ଗାମାଡ ରୂପକ ନୂଆ ଝଟକା ଲାଗିପାରେ ବୋଲି ଆକଳନ…

ବିଶ୍ୱକପ ୨୦୨୪: ସୁପର ୮ରେ ଆଫଗାନ ଲଢେଇ, ଚୂଡାନ୍ତ ଏକାଦଶରେ ଏହି ଖେଳାଳିଙ୍କୁ ମିଳିପାରେ ମୌକା

ବ୍ରିଜଟାଉନ(ବାରବାଡୋସ):ଭାରତୀୟ କ୍ରିକେଟ ଟିମ୍ ଆଜି ବିଶ୍ୱକପ୍‌ରେ ଆଫଗାନିସ୍ତାନକୁ ଭେଟିବା ବ୍ରିଜଟାଉନରେ ଉଭୟ ଦଳ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପର ଏହି ମ୍ୟାଚରେ ଆମ୍ନାସାମ୍ନା ହେବେ । ଏହି ମୁକାବିଲାରେ ସ୍ପିନର…

ବିଷାକ୍ତ ମଦ ପିଇ ୨୫ ଜଣଙ୍କ ମୃତ୍ୟୁ, ୬୦ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ବିଷାକ୍ତ ମଦ ପିଇ ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୦ ରୁ ଅଧିକ ଲୋକେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ମାମଲାରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି । ଅଭିଯୁକ୍ତଙ୍କ ପାଖରେ ୨୦୦ ଲିଟର…

(Video) ହୁ ହୁ ହୋଇ ଜଳୁଛି ଆପାର୍ଟମେଣ୍ଟ, ଗୋଟିଏ ମହଲାରେ ଲାଗିଛି ନିଆଁ

ଭୁବନେଶ୍ୱର: ପଟିଆଛକର ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବା ଖବର ସାମ୍ନାକୁ ଆସିଛି । ଆପାର୍ଟମେଣ୍ଟର ଗୋଟିଏ ମହଲାରେ ଏହି ଅଗ୍ନିକାଣ୍ଡଟି ଘଟିଛି । ହୁତହୁତ ହୋଇ ଜଳୁଛି ଏହି ଆପାର୍ଟମେଣ୍ଟ । ଏହି…

(Video) ପାକିସ୍ତାନରେ ମହଙ୍ଗାମାଡ଼ ମଧ୍ୟରେ ଗାଡ଼ିରୁ କୋଲ୍ଡଡ୍ରିଙ୍କସ ବୋହିନେଲେ ଲୋକେ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଭାରତର ପଡୋଶୀ ଦେଶ ପାକିସ୍ତାନରେ ସବୁ ଜିନିଷର ଦର ଆକାଶ ଛୁଇଁଛି । ଆର୍ଥିକ ସ୍ଥିତି ଖରାପ ହେବା ଯୋଗୁଁ ଲୋକଙ୍କୁ ଅନେକ ଦୁଃଖ ସାମ୍ନା କରିବାକୁ ପଡିଛି । ଏହି ସମୟରେ ଏପରି ଏକ ଭିଡିଓ ସୋସିଆଲ ମିଡିଆ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି, ୩ ଜୁଲାଇ ପର୍ଯ୍ୟନ୍ତ ବଢିଲା ନ୍ୟାୟିକ ହେପାଜତ

ନୂଆଦିଲ୍ଲୀ: ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ୩ ଜୁଲାଇ ପର୍ଯ୍ୟନ୍ତ ବଢାଇଛନ୍ତି । ଏଥିସହ ଅବକାରୀ ନୀତି ମାମଲାରେ ଅଭିଯୁକ୍ତ ବିନୋଦ ଚୌହାନଙ୍କ ହେପାଜତକୁ…

ଟାଟା ମୋଟର୍ସର ଗାଡ଼ି ହେବ ମହଙ୍ଗା, ଜୁଲାଇ ୧ ତାରିଖରୁ ବଢିଯିବ ରେଟ

ନୂଆଦିଲ୍ଲୀ: ଦେଶର ବଡ଼ ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସ ନିଜ କଷ୍ଟମର୍ସଙ୍କୁ ଝଟକା ଦେଇଛି । କମ୍ପାନୀ ନିଜ କମର୍ସିଆଲ ଭେହିକିଲ୍ସର ମୂଲ୍ୟ ବଢାଇବାର ଘୋଷଣା କରିଛି । ଟାଟା ମୋଟର୍ସର ଗାଡିମାନ ପାଖାପାଖି ୨ ପ୍ରତିଶତ…

କାଳିଆ ଯୋଜନାକୁ ନେଇ ପ୍ରତିକ୍ରିୟା ରଖିଲେ କୃଷିମନ୍ତ୍ରୀ, କହିଲେ ‘ଅପେକ୍ଷା କରନ୍ତୁ’

ଭୁବନେଶ୍ୱର: କାଳିଆ ଯୋଜନାକୁ ନେଇ ପ୍ରତିକ୍ରିୟା ରଖିଲେ କୃଷିମନ୍ତ୍ରୀ । କହିଲେ କାଳିଆ ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନା । ଚାଲୁ ରହିବ କି ନାହିଁ ପ୍ରଶ୍ନର ଉତ୍ତର ରଖିଲେ କେ.ଭି ସିଂହଦେଓ । ଉତ୍ତରରେ କୃଷିମନ୍ତ୍ରୀ…

ଉଦଘାଟନ ହେଲା ନାଳନ୍ଦାର ନୂଆ କ୍ୟାମ୍ପସ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଉପସ୍ଥିତ ଥିଲେ ୧୭ ଦେଶର ଦୂତାବାସ

ନୂଆଦିଲ୍ଲୀ: ଆଜି ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ । ଏହା ଆରମ୍ଭ ହେବା ପର୍ବରୁ ବିହାରର ପୁରାତନ ନାଳନ୍ଦା ବିଶ୍ୱ ବିଦ୍ୟାଳୟର ଭଗ୍ନାବଶେଷ ପରିଦର୍ଶନ କରିଥିଲେ । ୨୦୧୬…