ପିଏମ ମୋଦୀ ସେୟାର କଲେ ସୁନୀତା ୱିଲିୟମ୍ସଙ୍କ ଫଟୋ, କହିଲେ- ‘ପୃଥିବୀ ତୁମକୁ..’

ନୂଆଦିଲ୍ଲୀ: ୯ ମାସ ମହାକାଶରେ ରହିବା ପରେ ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର ପୁଥିବୀକୁ ଫେରିଛନ୍ତି । ତେବେ ମହାକାଶରୁ ଫେରିବା ପରେ ସୁନୀତା ୱିଲିୟମ୍ସ ଏବଂ ୱିଲମୋରଙ୍କୁ ସାରା ଦୁନିଆ ଅଭିନନ୍ଦନ ଜଣାଇଛି । ଏହାରି…

ପରଲୋକରେ ବିଶିଷ୍ଟ ଗାୟକ ଅରକ୍ଷିତ ସା, ଝୁରୁଛି ଗାଁ, ବାହୁନୁଛି ସଙ୍ଗୀତ…

ବଲାଙ୍ଗୀର: ପରଲୋକରେ ବିଶିଷ୍ଟ ଗାୟକ ଅରକ୍ଷିତ ସା । ପେଶାରେ ଜଣେ ପୋଲିସ ଅଫିସର ଭାବରେ କାର୍ଯ୍ୟ କରୁଥିବା ତଥା  ନିଶାରେ ଗାୟକ  ଥିବା ଅରକ୍ଷିତ ସାଙ୍କ ଗତ ରବିବାର ଦିନ ଦେହାନ୍ତ ଘଟିଛି। ପ୍ରକାଶଥାଉ ଯେ,  ଯୋଗ…

ହୁତ୍‌ହୁତ୍ ହୋଇ ବଢୁଛି ସୁନା ଦର, ଭୁବନେଶ୍ୱରରେ ପାରି କଲା ୯୦ ହଜାର

ଭୁବନେଶ୍ୱର: ସୁନା ଦର ଲଗାତାର ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ୨୪ କ୍ୟାରେଟ ସୁନା ଦର ରାଜ୍ୟ ରାଜଧାନୀରେ ୯୦ ହଜାର ଟଙ୍କା ପାରି କରିଛନ୍ତି । ଗତକାଲି ୪୪୦ ଟଙ୍କା ବଢି ୨୪ କ୍ୟାରେଟ ଗୋଲ୍ଡ ମୂଲ୍ୟ ୧୦ ଗ୍ରାମ…

ମହାକାଶରେ କେମତି ପରିଶ୍ରା କରନ୍ତି ମହାକାଶଚାରୀ, ଜାଣନ୍ତୁ ସ୍ପେସର ଗୋପନୀୟ ତଥ୍ୟ

ନୂଆଦିଲ୍ଲୀ: ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସହ ଯାଇଥିବା ୱିଲମୋରଙ୍କ ୯ ମାସ ପରେ ସ୍ପେସରୁ ପୃଥିବୀକୁ ଆସିଛନ୍ତି । ତେବେ ସମସ୍ତଙ୍କ ମନକୁ ଏହା ପ୍ରଶ୍ନ ଆସୁଥିବ ଯେ, ଏତେ ଦିନ ଧରି ମହାକାଶଚାରୀମାନେ…

ସାଙ୍ଗକୁ ଖଣ୍ଡାରେ ହାଣି ଖଣ୍ଡ ଖଣ୍ଡ କଲା ସାଙ୍ଗ, ଗୋଟିଏ କୂଅରୁ ମୁଣ୍ଡ, ଆଉ ଗୋଟେ କୂଅରୁ ମିଳିଲା ଗଣ୍ଡି

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁନେରୁ ଏକ ଭୟଙ୍କର ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ସାଙ୍ଗ ନିଜ ସାଙ୍ଗକୁ ନିର୍ମମ ଭାବେ ହତ୍ୟା କରିଛି ଏବଂ ଶବକୁ ଖଣ୍ଡ ଖଣ୍ଡ କରି ଦୁଇଟି କୂଅରେ ଫିଙ୍ଗି ଦେଇଛି । ପୋଲିସ ଶବୁ…

ମୁକେଶ ଅମ୍ବାନୀଙ୍କ ଏହି ୩ଟି ଶସ୍ତା ପ୍ଲାନ ‘ସୁପରହିଟ୍‌’, ୨୦୦ ଟଙ୍କାରୁ କମରେ ଡାଟା ଏବଂ କଲିଂର ଫାଇଦା

ନୂଆଦିଲ୍ଲୀ: ଜିଓର ସବୁଠୁ ଶସ୍ତା ପ୍ଲାନ ବିଷୟରେ ଆଜି ଆମେ ଆଲୋଚନା କରିବା । ଯଦି ଆପଣ ମାସିକ ୨୦୦ ଟଙ୍କାରୁ ଅଧିକ ଟଙ୍କାର ରିଚାର୍ଜ କରିବାକୁ ଚାହୁଁନାହାନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ । ରିଲାଏନ୍ସ ଜିଓର…

ଆଜିଠୁ ଆରମ୍ଭ ମାଟ୍ରିକ ଖାତା ମୂଲ୍ୟାଙ୍କନ, ୧,୨୦୦ ଶିକ୍ଷକ-ଶିକ୍ଷୟିତ୍ରୀ ସାମିଲ

ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷା ସରିବା ପରେ ଆଜିଠୁ ଆରମ୍ଭ ଖାତାଦେଖା ପ୍ରକ୍ରିୟା । ପ୍ରାୟ ୧୩ ଦିନ ଧରି ଚାଲିବ ଏହି ଖାତାଦେଖା । ଛାତ୍ରଛାତ୍ରୀଙ୍କ ଖାତା ମୂଲ୍ୟାଙ୍କନ ପରେ ରେଜଲ୍ଟ ବାହାରିବ ବୋଲି ବୋର୍ଡ ଉପସଭାପତି…

ଟିକାତାଳ ଆଦର୍ଶ ବିଦ୍ୟାଳୟ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଦମ୍ପତି ମୃତ

ଖୋର୍ଦ୍ଧା: ମର୍ମନ୍ତୁଦ ଦୁର୍ଘଟଣା ଖବର ଖୋର୍ଦ୍ଧାରୁ ବର୍ତ୍ତମାନ ସାମ୍ନାକୁ ଆସିଛି । ଟିକାତାଳ ଆଦର୍ଶ ବିଦ୍ୟାଳୟ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । କାର-ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ଚକା ଫାଟି ରାସ୍ତାରେ ଓଲଟି ପଡ଼ିଲା ବସ୍‌, ଜଣେ ଯାତ୍ରୀ ମୃତ, ଏକାଧିକ ଆହତ

ନବରଙ୍ଗପୁର: ଚକା ଫାଟିବାରୁ ରାସ୍ତାରେ ଓଲଟିଲା ବସ୍ । ବସ୍ ଓଲଟି ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଏଥିରେ ଏକାଧିକ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାଟି ନବରଙ୍ଗପୁର ଥାନା ତାରା ଗାଁ ନିକଟରେ ଘଟିଛି । ବସ୍‌ରେ…

ହାତୀ ଆତଙ୍କ ଘେରରେ ରାଇବଣିଆ, ଉପଦ୍ରବ କରୁଛନ୍ତି ୫୦ଟି ଗଜ

ବସ୍ତା: ଜଳେଶ୍ୱର ରାଇବଣିଆରେ ହାତୀଙ୍କ ଆତଙ୍କ ଦେଖିବାକୁ ମିଳିଛି । ଏଠାରେ ଉପଦ୍ରବ କରୁଛନ୍ତି ୫୦ଟି ହାତୀ । ହାତୀପଲ ବ୍ୟାପକ ଚାଷଜମି ଯତିଗ୍ରସ୍ତ କରିଛନ୍ତି । ବନ ବିଭାଗ ହାତୀପଲକୁ ଘଉଡ଼ାଇଛନ୍ତି । ଏହି ହାତୀମାନଙ୍କ…