ମାଆ ଲକ୍ଷ୍ମୀଙ୍କ କୃପାରେ ଚମକିବେ ଏହି ରାଶି, ଘରକୁ ଧନର ଆଗମନ ସହ ଦୂର ହେବ ଚିନ୍ତା
ଓଡ଼ିଶା ଭାସ୍କର: ଆଜି ଜାନୁଆରୀ ମାସ ୨୩ ତାରିଖ ୨୦୨୫ ମସିହା (ଗୁରୁବାର)। ମାଘମାସ- କୃଷ୍ଣପକ୍ଷ, ତିଥି- ନବମୀ ସନ୍ଧ୍ୟା ଘ୦୫/୪୩ ଗତେ ଦଶମୀ, ନକ୍ଷତ୍ର- ବିଶାଖା ଶେଷରାତ୍ରି ଘ୦୫/୫୮ଗତେ ଅନୁରାଧା।
ଆଜିର ବିଶୁଦ୍ଧ…