ସ୍ତ୍ରୀଙ୍କୁ ଚାକିରି ଛାଡିବା ପାଇଁ ବାଧ୍ୟ କରିପାରିବେ କି ସ୍ୱାମୀ, ପଢନ୍ତୁ କଣ କହିଲେ ହାଇକୋର୍ଟ
ନୂଆଦିଲ୍ଲୀ: ସ୍ତ୍ରୀଙ୍କୁ ଚାକିରି ଛାଡିବାକୁ ବାଧ୍ୟ କରିବାକୁ ନେଇ ମଧ୍ୟପ୍ରଦେଶ ହାଇକୋର୍ଟ ଏକ ଶୁଣାଣି କରିଛନ୍ତି। ହାଇକୋର୍ଟ ଛାଡପତ୍ର ମାମଲାରେ ଜଣେ ୩୩ ବର୍ଷୀୟ ମହିଳାଙ୍କ ପିଟିସନକୁ ଗ୍ରହଣ କରି ଏକ ଗୁରୁତ୍ୱପୁର୍ଣ୍ଣ…