ସଡ଼କ ଦୁର୍ଘଟଣାରେ ଚାଲିଗଲା ୫ ଯବାନଙ୍କ ପ୍ରାଣ, ୩୦୦ ଫୁଟ ଗଭୀର ଘାଟିରେ ଖସିଲା ସେନା ଗାଡ଼ି
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପୁଞ୍ଚରେ ବଡ଼ ଦୁର୍ଘଟଣା ଘଟିଛି। ପୁଞ୍ଚ ଜିଲ୍ଲାର ମେଣ୍ଢର ସବ ଡିଭିଜନର ବଲନୋଇ ଅଞ୍ଚଳରେ ଭାରତୀୟ ସେନା ଗାଡ଼ି ଗଭୀର ଘାଟିରେ ଖସିପଡିଛି। ଏହା ଘଟଣା ଏବଂ ୧୨ ଯବାନ ଗଭୀର ଭାବେ ଆହତ…