ଆରପାରିରେ ଫିଲ୍ମ ନିର୍ଦ୍ଦେଶକ ଶ୍ୟାମ ବେନେଗାଲ, ୯୦ ବର୍ଷରେ ଦୁନିଆକୁ କହିଲେ ଅଲବିଦା
ନୂଆଦିଲ୍ଲୀ: ପ୍ରଖ୍ୟାତ ଫିଲ୍ମ ନିର୍ମାତା ଶ୍ୟାମ ବେନେଗଲଙ୍କ ୨୩ ଡିସେମ୍ବର ୨୦୨୪ରେ ପରଲୋକ ଘଟିଛି। ସେ ୯୦ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସଂଧ୍ୟା ୬ଟା ୩୦ରେ ତାଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି।…