‘ଚାହା-ବିସ୍କୁଟ ରଖି ଇଡି ଅଧିକାରୀଙ୍କୁ ମୁଁ ଅପେକ୍ଷା କରିଛି..’, ଜାଣନ୍ତୁ କାହିଁକି ଏପରି କହିଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି । ସେ କହିଛନ୍ତି ଯେ, ୨୯ ଜୁଲାଇରେ ସଂସଦରେ ଦିଆଯାଇଥିବା ତାଙ୍କର ଚକ୍ରବ୍ୟୁହ ଭାଷଣ ପରେ…