Flipkart ର ଆରମ୍ଭ ହେଲା ପାଞ୍ଚ ଦିନିଆ ନୂଆ ସେଲ, ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ମିଳିବ ବମ୍ପର ଡିସକାଉଣ୍ଟ

ନୂଆଦିଲ୍ଲୀ: ଅଗଷ୍ଟ ମାସ ଆସିବା ମାତ୍ରେ ସମସ୍ତ ଉତ୍ସବ ଆରମ୍ଭ ହୋଇଯାଏ । ଏଥିସହ ଭାରତର ସପିଂଗ ପ୍ଲାଟଫମର୍ସ ଉପରେ ସେଲ ମଧ୍ୟ ଆରମ୍ଭ ହୋଇଯାଏ । ଭାରତର ସବୁଠାରୁ ବଡ଼ ସପିଙ୍ଗ ପ୍ଲାଟଫର୍ମରେ ଏକ ଫ୍ଲିପକାର୍ଟ ୧ ଅଗଷ୍ଟର…

ହମାସକୁ ମିଳିଲା ନୂଆ ମୁଖ୍ୟ! ଇସ୍ରାଏଲକୁ ‘ଚକମା’ ଦେବା ପାଇଁ ଖାଲିଦ ମେଶାଲ ଗ୍ରହଣ କଲେ ଦାୟିତ୍ୱଭାର

ନୂଆଦିଲ୍ଲୀ: ଚରମପନ୍ଥୀ ସଂଗଠନ ହମାସକୁ ନିଜର ନୂଆ ଚିଫ ବା ମୁଖ୍ୟ ମିଳିବା ଖବର ସାମ୍ନାକୁ ଆସିଛି । ଖାଲିଦ ମେଶାଲ ହମାସର ନୂଆ ମୁଖ୍ୟ ଭାବେ ଦାୟିତ୍ୱଭାର ଗ୍ରହଣ କରିଛନ୍ତି । ହମାସ ମୁଖ୍ୟ ଇସ୍ମାଇଲ ହାନିଆଙ୍କୁ ବୁଧବାର…

କଟକକୁ ଜାରି ହେଲା ଅରେଞ୍ଜ ୱାର୍ଣ୍ଣିଂ, ଲୋକଙ୍କୁ ସତର୍କ କଲା ପାଣିପାଗ ବିଭାଗ

କଟକ: ରାଜ୍ୟରେ ଜାରି ରହିଛି ବର୍ଷା । ଏହାରି ମଧ୍ୟରେ ପାଣିପାଗ ବିଭାଗ ପ୍ରବଳ ବର୍ଷା ଯୋଗୁଁ କଟକକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ଆଗମୀ ୨ ଘଣ୍ଟା ପାଇଁ ପାଣିପାଗ କେନ୍ଦ୍ର ସତର୍କ କରିଛି । ସତର୍କ ସୂଚନାରେ…

ହୀରାକୁଦର ୧୪ଟି ଗେଟ୍ ଖୋଲା, ନିଷ୍କାସିତ ହେଉଛି ୨ ଲକ୍ଷ ୪୫ ହଜାର ୪୨୧ କ୍ୟୁସେକ ବନ୍ୟାଜଳ

ସମ୍ବଲପୁର: ହୀରାକୁଦରେ ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ସକାଳ ୬ଟା ସୁଦ୍ଧା ଜଳସ୍ତର ୬୦୯.୨୯ ଫୁଟ୍ ରହିଛି । ଏଥିସହ ୧ ଲକ୍ଷ ୩୯ ହଜାର ୯୪୯ କ୍ୟୁସେକ ଜଳ ପ୍ରବେଶ କରୁଛି । ନିଷ୍କାସିତ ହେଉଛି ୨ ଲକ୍ଷ ୪୫…

Breaking: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା

ରାଜନଗର: ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା । ଦୀର୍ଘ ୩ ମାସ ପରେ ଏହି ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି । ଭିତରକନିକା ଖୋଲିବା ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।…

ଆପଣ ବ୍ୟବହାର କରୁଛନ୍ତି କି ଏହି ମିଲ୍କ ପାଉଡର? ଅପମିଶ୍ରଣ କରିଛି ବୋଲି କୋର୍ଟରେ ନିଜେ ମାନିଲା କମ୍ପାନୀ

ନୂଆଦିଲ୍ଲୀ: ଆମେ ଦୈନନ୍ଦିନ ବ୍ୟବହାର କରୁଥିବା ମିଲ୍କ ପାଉଡର ଆମ ଶରୀର ପାଇଁ କେତେ କ୍ଷତିକାରକ ତାହା କାହାରିକୁ ଜଣା ନାହିଁ । ତେବେ ଏହା ଆମେ ନୁହେଁ ନିଜେ ମିଲ୍କ ପାଉଡର ପ୍ରସ୍ତୁତ କରୁଥିବା କମ୍ପାନୀ କହୁଛି । ସେ…

Microsoft ର ଅଫିସ ଏବଂ କ୍ଲାଉଡ ସର୍ଭିସରେ ପୁଣି ସମସ୍ୟା, ଚିନ୍ତାରେ ଲକ୍ଷ ଲକ୍ଷ ୟୁଜର୍ସ

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ଆଜି ପୁଣିଥରେ କିଛି ଅଫିସ ଆପ୍ଲିକେସନ ଏବଂ କ୍ଲାଉଡ ସେବାଗୁଡିକରେ ସମସ୍ୟା ଦେଖାଯିବାର ସୂଚନା ଦେଇଛି । କମ୍ପାନୀ ନିଜ ଆଜୁର କ୍ଲାଉଡ ସେବାଗୁଡିକର ପ୍ରବେଶ ଉପରେ ନଜର ରଖିବା ପାଇଁ ଡିଜାଇନ…

୬୦ ଲକ୍ଷ ଶିଶୁଙ୍କ ଉପରେ ବନ୍ୟା ସଙ୍କଟ; UNICEF ର ବଡ଼ ଦାବି

ନୂଆଦିଲ୍ଲୀ: କେରଳର ୱାୟନାଡରେ ଲଗାତାର ବର୍ଷା ଯୋଗୁଁ ଭୂ-ସ୍ଖଳନରେ ଅନେକ ଲୋକଙ୍କ ପ୍ରାଣହାନି ଘଟିଛି । ଏପର୍ଯ୍ୟନ୍ତ ଭୂ-ସ୍ଖଳନ କାରଣରୁ ୧୧୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଶତାଧିକ ଲୋକେ ଆହତ ହୋଇଛନ୍ତି । ଏହି ଘଟଣା…

ଫ୍ଲିପକାର୍ଟର ନକଲି ଲିଙ୍କ ପ୍ରତି ରୁହନ୍ତ ସାବଧାନ, ବ୍ରାଣ୍ଡ ପ୍ରଡକ୍ଟର ମୂଲ୍ୟକୁ କମାଇ ଲୁଟୁଛନ୍ତି ଟଙ୍କା, ପଢନ୍ତୁ ରିପୋର୍ଟ

ଭୁବନେଶ୍ୱର: ବିଭିନ୍ନ ଅନଲାଇନ ସପିଂ ସାଇଟରେ ବେଳେ ବେଳେ ବିଗ ବିଲିୟନ ଡେ କିମ୍ବା କମ ଟଙ୍କାରେ ବ୍ରାଣ୍ଡ ଜିନିଷ କିଣିବାକୁ ସୁଯୋଗ ମିଳିଥାଏ । ତେବେ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ଯୁବତୀ ନକଲି…

ମହାଭାରତରେ ଚକ୍ରବ୍ୟୁହର ଜ୍ଞାନ କେଉଁମାନଙ୍କୁ ଜଣାଥିଲା? ଜାଣନ୍ତୁ କାହିଁକି ଫସିଯାଇଥିଲେ ଅଭିମନ୍ୟୁ

ଓଡ଼ିଶା ଭାସ୍କର: ରାହୁଲ ଗାନ୍ଧୀଙ୍କ ମହାଭାରତର ଚକ୍ରବ୍ୟୁହର ବିବୃତ୍ତି ଭାଇରାଲ ହେବାରେ ଲାଗିଛି । ଆପଣ ଜାଣିଛନ୍ତି କି ମହଭାରତର ଯୁଦ୍ଧରେ ଚକ୍ରବ୍ୟୁହର ଜ୍ଞାନ କେଉଁ ଯୋଦ୍ଧାମାନଙ୍କୁ ଜଣାଥିଲା, ଆସନ୍ତୁ ଜାଣିବା..…