IPL ରୁ ଅବସର ନେବା ପରେ Dinesh Karthik ହେଲେ RCB ବ୍ୟାଟିଂଗ କୋଚ ଏବଂ ମେଣ୍ଟର, ଫ୍ରାଞ୍ଚାଇଜ କଲା ବଡ଼ ଘୋଷଣା
ନୂଆଦିଲ୍ଲୀ: ଭାରତୀୟ ଟୀମର ପୂର୍ବତନ ୱିକେଟକିପର ବ୍ୟାଟର ଦିନେଶ କାର୍ତ୍ତିକଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିଜ ଟୀମର ବ୍ୟାଟିଙ୍ଗ କୋଚ ଏବଂ ମେଣ୍ଟରଙ୍କ ପାଇଁ ନିଯୁକ୍ତ କରାଯାଇଛି । ଫ୍ରାଞ୍ଚାଇଜ ଏହାର ଘୋଷଣା…