ଏହି ସ୍କିମରେ ନିବେଶ କଲେ ଏତିକି ମାସରେ ଡବଲ ହୋଇଯିବ ଆପଣ ଟଙ୍କା, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ସରକାରଙ୍କ ଦ୍ୱାରା ଦେଶର ନାଗରିକଙ୍କ ପାଇଁ ଅନେକ ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି । ଭିନ୍ନ-ଭିନ୍ନ ପ୍ରକାର ଲୋକଙ୍କ ପାଇଁ ଅଲଗା-ଅଲଗା ସ୍କିମ ଆପ୍ଲାଏ ହେଉଛି । ଆଜିର ସମୟରେ ଲୋକଙ୍କ ନିବେଶ କରିବା ଆହୁରି…