ଲୋକସଭା ବାଚସ୍ପତି ନିର୍ବାଚନ ପୂର୍ବରୁ INDIA ମେଣ୍ଟକୁ ବଡ଼ ଝଟକା, କମିଗଲା ଅଖିଳେଶଙ୍କ ୧ ଭୋଟ
ନୂଆଦିଲ୍ଲୀ: ଲୋକସଭାରେ ଆଜି ବାଚସ୍ପତି ନିର୍ବାଚନର ଭୋଟିଂ ହେବ । ଏନଡିଏ ଏବଂ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀଙ୍କ ମଧ୍ୟରେ ଆଜି ମୁକାବିଲା ହେବ । ତେବେ ଏନଡିଏରୁ ବିଜେପି ସାଂସଦ ଓମ ବିର୍ଲା ଥିବା ବେଳେ ଇଣ୍ଡିଆ ମେଣ୍ଟର…