(Video) ୩୦ ସେକେଣ୍ଡରେ କିପରି ଜାଣିବେ କ୍ଷୀରରେ କେମିକାଲ ମିଶିଛି କି ନାହିଁ, FSSAI କହିଲା ଉପାୟ
ନୂଆଦିଲ୍ଲୀ: କ୍ଷୀର ପିଇବା ଦ୍ୱାରା ହାଡ଼ ମଜବୁତ ହୁଏ, ମାଂସପେଶୀ ଶକ୍ତ ହୁଏ, ଇମ୍ୟୁନ ସିଷ୍ଟମ ମଜବୁତ ହୁଏ ଏବଂ ଶରୀରକୁ ବହୁଳ ପରିମାଣରେ କ୍ୟାଲସିୟମ ଏବଂ ପ୍ରୋଟିନ ମିଳିଥାଏ । କ୍ଷୀରର ସମସ୍ତ ପୋଷକ ତତ୍ୱ ଶରୀରକୁ…