ପୁରୀ ଶ୍ରୀମନ୍ଦିର: ଆସନ୍ତାକାଲି ପୂର୍ବାହ୍ନ ୧୧ ଯାଏଁ ସାଧାରଣ ଦର୍ଶନ ବନ୍ଦ
ପୁରୀ: ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଦିନ ୧୧ ଯାଏଁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶକ ବନ୍ଦ ରହିବ । ସୂଚନାନୁଯାୟୀ, ସ୍ନାନ ପୂର୍ଣ୍ଣିମା ପାଇଁ ସେନାପଟା ଲାଗି ନୀତି ନିମନ୍ତେ ବନ୍ଦ ରହିବ ଦର୍ଶନ । ଆଜି ରାତି ୧୨ଟା…