ଆପଣଙ୍କ ଘରେ ବା ଆପଣଙ୍କୁ କିଏ ତନ୍ତ୍ର-ମନ୍ତ୍ର କରିଛି କି? ପ୍ରେମାନନ୍ଦ ମହାରାଜଙ୍କଠାରୁ ଜାଣନ୍ତୁ ସତ ଏବଂ ଉପାୟ
ଓଡ଼ିଶା ଭାସ୍କର: କିଛି ଲୋକଙ୍କଠାରୁ ଶୁଣିଥିବେ ଯେ, ଅନେକ କଷ୍ଟ ପରେ ବି ସଫଳତା ମିଳୁନାହିଁ । ଘରେ ସବୁବେଳେ ଅଶାନ୍ତି ରହୁଛି । କିଏ ବୋଧେ ଗୁଣି ବା ତନ୍ତ୍ର-ମନ୍ତ୍ର କରିଦେଇଛି । ଏହି କାରଣରୁ ଘରେ ନକରାତ୍ମକ ପ୍ରଭାବ…